Get Updates
Get notified of breaking news, exclusive insights, and must-see stories!

ଯେତିକି ମାଗିଥିଲେ ତା'ଠୁ ଅଧିକ ଦିଆଯାଇଛି: କେନ୍ଦ୍ର ରେଳମନ୍ତ୍ରୀ

କେନ୍ଦ୍ର ବଜେଟକୁ ନେଇ ତେଜିଥିବା ରାଜନୀତିକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରାଜ୍ୟ ସରକାର ଯାହା ମାଗିଥିଲେ ତାଠାରୁ ଅଧିକ ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର ବୋଲି ସେ କହିଛନ୍ତି ।

Union Railway Minister

ଭୁବନେଶ୍ୱର: କେନ୍ଦ୍ର ବଜେଟକୁ ନେଇ ତେଜିଥିବା ରାଜନୀତିକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରାଜ୍ୟ ସରକାର ଯାହା ମାଗିଥିଲେ ତାଠାରୁ ଅଧିକ ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର ବୋଲି ସେ କହିଛନ୍ତି ।

ରେଳ ବଜେଟରେ ରାଜ୍ୟ ସରକାର ମାଗିଥିଲେ ୮, ୪୦୦ କୋଟି ଟଙ୍କା । କିନ୍ତୁ କେନ୍ଦ୍ର ସରକାର ଅଜାଡ଼ି ଦେଲେ ୧୦ ହଜାର ୧୨ କୋଟି । ଚଳିତ ବର୍ଷ ୨୮୦ କିମି ରେଳପଥ ନିର୍ମାଣ ହେବ । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ସେ ଆହୁରି କହିଛନ୍ତି ନୂଆ ଲାଇନ ପାଇଁ ୨୫୬୪ କୋଟି, ଡବଲିଂ ପାଇଁ ୩୮୦୦ କୋଟି ଦେଇଛନ୍ତି କେନ୍ଦ୍ର ସରକାର । ୫୭ଟି ଷ୍ଟେସନର ଆଧୁନିକୀକରଣ କରାଯିବ କହିଛନ୍ତି ରେଳ ମନ୍ତ୍ରୀ । ସେହିପରି ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଯାତ୍ରୀଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ଭୁବନେଶ୍ୱର ଏୟାକପୋର୍ଟରୁ ଲିଙ୍ଗରାଜ ଷ୍ଟେସନ ଯାଏଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ ବୋଲି ରେଳମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+