Get Updates
Get notified of breaking news, exclusive insights, and must-see stories!

ଭିଜିଲାନ୍ସ ଜାଲରେ ଆରଟିଓ ଅଧିକାରୀ, 7 ସ୍ଥାନରେ ରେଡ୍

ନୟାଗଡ଼: ଭିଜିଲାନ୍ସ ଜାଲରେ ନୟାଗଡ଼ ଆରଟିଓ ଅଧିକାରୀ । ଏମଭିଆଇ ପଞ୍ଚାନନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି । କାର୍ଯ୍ୟାଳୟ ସମେତ 7 ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ।

mvi- vigilance raid

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବାଲିଆପଦା ଗାଁରେ ଥିବା ପୈତୃକ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି ।

ସୂଚନା ଅନୁଯାୟୀ, ଏହି ରେଡରେ 3ଜଣ ଅତିରିକ୍ତ ଏସପି, 4ଜଣ ଡିଏସପି, 4 ଜଣ ଇନ୍ସପେକ୍ଟର ଏବଂ 17ଜଣ ଏଏସଆଇ ରହିଛନ୍ତି । ଏକା ସଙ୍ଗାରେ ଏମଭିଆଇ ପଞ୍ଚାନନ ବେହେରାଙ୍କ 7ଟି ଠିକଣାରେ ରେଡ୍ ଚାଲିଛି । ନିଶ୍ଚିନ୍ତକୋଇଲି ପୈତୃକ ଗାଁରେ ଭିଜିଲାନ୍ସର 5 ଜଣିଆ ଟିମ୍ ଏବଂ କଟକ, ଭୁବନେଶ୍ୱର, ନୟାଗଡ ନିଜ ଅଫିସରେ ତଦନ୍ତ ଚାଲିଛି । ଏବେ ଆୟବର୍ହିଭୂତ ସମ୍ପତ୍ତର ଚାଲିଛି ହିସାବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+