Get Updates
Get notified of breaking news, exclusive insights, and must-see stories!

ଲାଞ୍ଚ ନେଉଥିଲେ ମହିଳା ଆରଆଇ, ଧରିନେଲା ଭିଜିଲାନ୍ସ

ସୁନ୍ଦରଗଡ: ଭିଜାଲାନ୍ସ ପଞ୍ଝାରେ ମହିଳା ରାଜସ୍ୱ ନିରୀକ୍ଷକ । ସୁନ୍ଦରଗଡ ଜିଲ୍ଲା ତସଲାଡିହିର ରାଜସ୍ୱ ନିରୀକ୍ଷକ ଲିଲି ଚୌଧୁରୀ 5 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏହା ପରେ ଲିଲି ଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ ।

Vigilance

ଚାଷ ଜମିକୁ ବାସୋପଯୋଗୀ ଜମିରେ ରୂପାନ୍ତରିତ କରିବା ଲାଗି ଜଣେ ବ୍ୟକ୍ତିଙ୍କ ଠାରୁ 5 ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଲିଲି ଚୌଧୁରୀ । ଏନେଇ ଭିଜିଲନ୍ସକୁ ଜଣାଇଥିଲେ ଅଭିଯୋଗକାରୀ । ଏହାପରେ ଟିମ୍ ର ପୂର୍ବ ଯୋଜନା ଅନୁସାରେ, ଆଜି ଅଭିଯୋଗକାରୀ ଜଣଙ୍କ ରାଜସ୍ୱ ନିରୀକ୍ଷକ ଲିଲି ଚୌଧୁରୀଙ୍କୁ ଟଙ୍କା ଦେଉଥିଲା ବେଳେ ଧରିଥିଲା ଭିଡିଲାନ୍ସ ଟିମ୍ ।

ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଟିମ୍ ପକ୍ଷରୁ ଥାନାରେ ଦୁର୍ନୀତି ନିବାରଣ ଅଧିନିୟମ, 2018 ର ଧାରା 7 ଅନୁଯାୟୀ ମାମଲା ରୁଜୁ କରାହୋଇଛି । ଏହା ସହିତ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଲିଲି ଙ୍କ ର ସୁନ୍ଦରଗଡ ଜିଲ୍ଲାର ଦୁଇଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ତଲାସି ଅଭିଜାନ ଜାରି ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+