Get Updates
Get notified of breaking news, exclusive insights, and must-see stories!

ବଦଳିଲେ ତିନି ଜେଲ ସୁପରିଟେଣ୍ଡେଣ୍ଟ

ଆଜି ତିନି ଜେଲର ସୁପରିଟେଣ୍ଡଣ୍ଟଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । ଝାରପଡ଼ା, ପୁରୀ ଓ ବଲାଙ୍ଗୀରର ଜେଲର ସୁପରିଟେଣ୍ଡଣ୍ଟଙ୍କୁ ଅଦଳବଦଳ କରାଯାଇଛି ।

ଭୁବନେଶ୍ୱର : ସାରା ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ବିତରେ ବିଭିନ୍ନ ପଦାଧିକାରୀଙ୍କ ବଦଳି ମଧ୍ୟ କରିଛନ୍ତି ରାଜ୍ୟ ସରକାର ।

Naveen Patnaik

ଆଜି ତିନି ଜେଲର ସୁପରିଟେଣ୍ଡଣ୍ଟଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । ଝାରପଡ଼ା, ପୁରୀ ଓ ବଲାଙ୍ଗୀରର ଜେଲର ସୁପରିଟେଣ୍ଡଣ୍ଟଙ୍କୁ ଅଦଳବଦଳ କରାଯାଇଛି । ଝାରପଡ଼ା ଜେଲ ଅଧିକାରୀ ଧିରେନ୍ଦ୍ର ନାଥ ବାରିକଙ୍କୁ ବଲାଙ୍ଗୀର ବଦଳି କରାଯାଇଛି । ସେହିପରି ପୁରୀ ଜେଲ ସୁପରିଟେଣ୍ଡେଣ୍ଟ ସରୋଜ କୁମାର ବିଶ୍ୱାଳଙ୍କୁ ଝାରପଡ଼ା ଜେଲ ଦାୟିତ୍ୱ ମିଳିଛି । ଏହା ବ୍ୟତୀତ ବଲାଙ୍ଗୀର ଜେଲ ସୁପରିଟେଣ୍ଡେଣ୍ଟଉର୍ମିଳା ମିଞ୍ଜଙ୍କୁ ପୁରୀ ଜେଲକୁ ବଦଳି କରାଯାଇଛି ।

ସୂଚନାଯୋଗ୍ୟ ଗତକାଲି ଆଇଏଏସ୍ ସ୍ତରରେ ଅଦଳବଦଳ କରାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+