ରାବଣ ରୂପୀ ଗୋ ମାଫିଆ ଓ ବାଲି ମାଫିଆଙ୍କୁ ଖୋଜି ଖୋଜି ଧରାଯିବ କରାଯିବ
Odisha
oi-Dillip Kumar Jena
ରାବଣ ରୂପୀ ଗୋ ମାଫିଆ ଓ ବାଲି ମାଫିଆଙ୍କୁ ଖୋଜି ଖୋଜି ବଧ କରାଯିବ । ଓଡ଼ିଶା ପୋଲିସ ଆସୋସିଏସନର ବାର୍ଷିକ ଉତ୍ସବରେ କହିଲେ ଆଇନ ମନ୍ତ୍ରୀ ।କେବଳ ଗୋଟିଏ କି ଦୁଇଟି ଜିଲ୍ଲା ନୁହେଁ, ସମଗ୍ର ରାଜ୍ୟରେ ବଧ ହେବେ' । ଚୌଦ୍ଵାର ଜେଲରୁ ୨ ବିହାରୀ କଏଦୀ ଫେରାର ଘଟଣାରେ ରଖିଲେ ମତ । ଏନେଇ ଜେଲ୍ ବିଭାଗ କଳି, ଆଦୌ ଶୋଭନୀୟ ନୁହେଁ ।
ବିବାଦ ଉପରେ ପୂର୍ଣ୍ଣଛେଦ ପକେଇବା ପାଇଁ ଗୃହ ବିଭାଗ ଆକ୍ସନ ନେଉଛନ୍ତି' । ପୋଲିସକୁ ରାଜନୈତିକ ଓ ଗଣମାଧ୍ୟମ ଚାପମୁକ୍ତ କରାଯିବା ଉଚିତ ।ପୋଲିସକୁ ୨ ଭାଗ କରି ତଦନ୍ତ ଓ ଆଇନଶୃଙ୍ଖଳାରେ ପରିଣତ ଯୋଜନା ରହିଛି ।
English summary
The cow mafia and sand mafia will be tracked down and caught.