Snana Yatra 2022 Live: ମହାସ୍ନାନ ପରେ ଗଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ
ସ୍ନାନଯାତ୍ରାର ଲାଇଭ୍ ଅପଡେଟକୁ ସ୍ୱାଗତ । ସ୍ନାନ ମଣ୍ଡପରୁ ଶ୍ରୀଜିଉଙ୍କ ପବିତ୍ର ସ୍ନାନ ଯାତ୍ରାର ଟିକିନିକି ଅପଡେଟ୍ ଜାଣିବା ପାଇଁ "ୱାନଇଣ୍ଡିଆ ଓଡିଆ" ସହ ଯୋଡି ହୋଇ ରୁହନ୍ତୁ ।
Snana Yatra 2022 Live: ସ୍ନାନଯାତ୍ରାର ଲାଇଭ୍ ଅପଡେଟକୁ ସ୍ୱାଗତ । ସ୍ନାନ ମଣ୍ଡପରୁ ଶ୍ରୀଜିଉଙ୍କ ପବିତ୍ର ସ୍ନାନ ଯାତ୍ରାର ଟିକିନିକି ଅପଡେଟ୍ ଜାଣିବା ପାଇଁ "ୱାନଇଣ୍ଡିଆ ଓଡିଆ" ସହ ଯୋଡି ହୋଇ ରୁହନ୍ତୁ ।

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନ ମଣ୍ଡପରେ ଶ୍ରୀଜିଉଙ୍କ ହେବ ଜଳାଭିଷେକ । ଏନେଇ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇ ସାରିଛି । କରୋନା ମହାମାରୀର ଦୀର୍ଘ ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । 3 ଘଣ୍ଟା ପାଇଁ ସ୍ନାନ ମଣ୍ଡପରେ ଭାଇ ଭଉଣୀଙ୍କ ସହ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ ।
ସ୍ନାନବେଦୀରେ ମହାସ୍ନାନ କଲେ ଶ୍ରୀଜିଉ, ଏବେ ହେବ ଗଜ ବେଶ
ସ୍ନାନବେଦୀରେ ମହାସ୍ନାନ କଲେ ଶ୍ରୀଜିଉ, ଏବେ ହେବ ଗଜ ବେଶ
ସ୍ନାନଯାତ୍ରା ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା
ସ୍ନାନଯାତ୍ରା ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା
On the auspicious day of Deba Snana Purnima. My SandArt at Bhubaneswar airport. Jai Jagannath 🙏 #SnanaJatra2022 pic.twitter.com/ew6PT8Z2PF
— Sudarsan Pattnaik (@sudarsansand) June 14, 2022
READ MORE























Click it and Unblock the Notifications