ଚୋରି ଉଦ୍ୟମ ବେଳେ ଚୋରକୁ ମାଡ଼ି ବସିଲେ ସ୍କୁଲ ପିଲା
ଚୋରି ଉଦ୍ୟମ ବେଳେ ଚୋରକୁ ମାଡ଼ି ବସିଲେ ସ୍କୁଲ ପିଲା । ଭୁବନେଶ୍ୱର ପଳାଶୁଣୀ SBI ପାଖ ସୁନା ଦୋକାନରୁ ଲୁଟ ଉଦ୍ୟମ ହୋଇଛି । ଦୋକାନରୁ ଜିନିଷ ନେଇ ଖସି ଯାଉଥିବା ବେଳେ ସ୍କୁଲ ପିଲା ତାକୁ ଧରିଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ମଞ୍ଚେଶ୍ୱର ପୋଲିସକୁ ହସ୍ତାନ୍ତର ହୋଇଛି ।

ସୂଚନା ଅନୁସାରେ, ଚୋର ଯେତେବଳେ ଜିନିଷ ଚୋରି କରି ଖସି ଯିବାକୁ ଉଦ୍ୟମ କରୁଥିଲା ସେତେ ବେଳେ ଧରା ପଡ଼ିଛି । ପିଲାମାନେ ତାକୁ କାବୁ କରିଛନ୍ତି ।












Click it and Unblock the Notifications