ରାକ୍ଷୀ ପୂର୍ଣ୍ଣିମା : ଯୋଡ଼ା ଶ୍ରାବଣରେ ପଡ଼ୁଛି ଦୁଇ ପୂର୍ଣ୍ଣିମା, ଜାଣନ୍ତୁ କେବେ ପାଳିବେ ରାକ୍ଷୀ ପୂର୍ଣ୍ଣିମା
Rakhi Purnima 2023 : ଚଳିତ ବର୍ଷ ଯୋଡ଼ା ଶ୍ରାବଣରେ ପଡ଼ୁଛି ଦୁଇଟି ପୂର୍ଣ୍ଣିମା । ଏହା ଭିତରୁ ଗୋଟିଏ ରହିଛି ରାକ୍ଷୀ ପୂର୍ଣ୍ଣିମା । ଯୋଡ଼ା ଶ୍ରାବଣ କାରଣରୁ ଏଥର ପଡ଼ିଛି ଦୁଇଟି ପୂର୍ଣ୍ଣିମା । ଆଗକୁ ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ଅଛି । ତେଣୁ କେଉଁ ପୂର୍ଣ୍ଣିମାନେ ରକ୍ଷା ବନ୍ଧନ ପାଳନ କରାଯିବ ସେ ନେଇ ଲୋକଙ୍କ ମଧ୍ୟରେ ରହିଛି ଦ୍ୱନ୍ଦ ।

ତେବେ ଆସନ୍ତୁ ଜାଣିବା କେଉଁ ପୂର୍ଣ୍ଣିମାରେ ଆପଣ କେଉଁ ବାରରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିବେ
ହିନ୍ଦୁ କ୍ୟାଲେଣ୍ଡରରେ ପ୍ରତି ମାସରେ ପୂର୍ଣ୍ଣିମା ପଡ଼ିଥାଏ । ଚଳିତ ଥର ଯୋଡ଼ା ଶ୍ରାବଣରେ ଦୁଇଟି ପୂର୍ଣ୍ଣିମା ରହିଛି । ଶ୍ରାବଣର ପ୍ରଥମ ପୂର୍ଣ୍ଣିମା ମଳ ମାସ ରେ ପଡ଼ୁଛି । ତେଣୁ ଏହାକୁ ମଳ ପୂର୍ଣ୍ଣିମା କହିବା । ଏହି ପୂର୍ଣ୍ଣିମା 1 ଅଗଷ୍ଟ ମଙ୍ଗଳବାରରେ ପଡ଼ୁଛି । ଏହା ମଙ୍ଗଳବାର 3.51 ରୁ ଆରମ୍ଭ ହୋଇ ରାତି 12.01 ମିନିଟ୍ ଯାଏଁ ରହିବ ।
ଶ୍ରାବଣ ମାସର ଦ୍ୱିତୀୟ ପୂର୍ଣ୍ଣିମା 30 ଅଗଷ୍ଟ ବୁଧବାର ପଡ଼ିବ । ଏହାର ସକାଳ 10.58 ରୁ ଆରମ୍ଭ ହୋଇ ଗୁରୁବାର ସକାଳ 7.05 ଯାଏଁ ରହିବ । ତେଣୁ ପୂର୍ଣ୍ଣିମା ବ୍ରତ 30 ରେ ହେଲେ ବି 31 ରେ ଦାନ ସ୍ନାନକାମ କରିପାରିବେ ।
ଏହିଦିନ ଭଦ୍ରା କାଳ ଆରମ୍ଭ ହୋଇଯିବ । ଶାସ୍ତ୍ରରେ ଭଦ୍ରା କାଳରେ ଶ୍ରାବଣୀ ପର୍ବ ପାଳନ କରାଯିବା ନିଷେଦ୍ଧ । 30 ଅଗଷ୍ଟରେ ଭଦ୍ରା କାଳ ରାତି 9 ଟା2 ମିନିଟ ଯାଏଁ ରହିବ । ଏହିସମୟ ପରେ ରାକ୍ଷୀ ବନ୍ଧନ ପର୍ବ ପାଳନ କରାଯାଇପାରିବ । ରାକ୍ଷୀ ବନ୍ଧନ ଦିନ ସମୟରେ କଲେ ଶୁଭ ମନାଯାଏ । ତେଣୁ ଏମିତିରେ 31 ଅଗଷ୍ଟରେ ଆପଣ ଦିନ ସମୟରେ ଏହି ପର୍ବକୁ ପାଳନ କରିପାରିବେ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications