କରୋନା ଗ୍ରହ ଶାନ୍ତି ପାଇଁ ଗ୍ରାମଦେବୀଙ୍କ ନିକଟରେ ପୂଜା ଅର୍ଚ୍ଚନା

ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଏସ.ଛଚିନା ସ୍ଥିତି ଗ୍ରମଦେବିଙ୍କ ପୀଠରେ ମଙ୍ଗଳବାର ଦୀନ ଜଗତର କଲ୍ୟାଣ ପାଇଁ ଯଜ୍ଞ କର୍ମ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃରୁ ଗଜା ମୁଆ, ପଣା ,ମାଟି ପ୍ରତିମା ଧରି ଗ୍ରାମ ପରିକ୍ରମା କରିଥିଲେ ।

Ganjam

ବ୍ରହ୍ମପୁର : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଏସ.ଛଚିନା ସ୍ଥିତି ଗ୍ରମଦେବିଙ୍କ ପୀଠରେ ମଙ୍ଗଳବାର ଦୀନ ଜଗତର କଲ୍ୟାଣ ପାଇଁ ଯଜ୍ଞ କର୍ମ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃରୁ ଗଜା ମୁଆ, ପଣା ,ମାଟି ପ୍ରତିମା ଧରି ଗ୍ରାମ ପରିକ୍ରମା କରିଥିଲେ । ଠାକୁରାଣୀଙ୍କ ପୀଠରେ ବିଭିନ୍ନ ଦେବଦେବୀଙ୍କୁ ଆଵାହନ କରାଯାଇ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲ। । ସାମ୍ପ୍ରତିକ ପରିସ୍ଥିତିରେ କରୋନା ମହାମାରୀ ଭଳି ବିପତ୍ତିରୁ ଜଗତବାସୀଙ୍କୁ ଉଦ୍ଧାର କରିବା ସହ ଜଗତର କଲ୍ୟାଣ ପାଇଁ ଏହି ଯଜ୍ଞ ଅନୁଷ୍ଠିତ ହୋଇଥିଲା । କୋଭିଡ ଗାଇଡ଼ ଲାଇନ ପାଳନ କରାଯାଇ ଏହି ପୂଜା ଅର୍ଚ୍ଚନା କରାଯାଇଥିଲା । ଏଥିରେ ଗ୍ରାମବାସୀ ସହଯୋଗ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+