Get Updates
Get notified of breaking news, exclusive insights, and must-see stories!

ବାମରା ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣୀକୁ ନେଇ ଉତ୍ତେଜନା

ଡିଆରଏମଙ୍କ ପ୍ରତିଶ୍ରୁତି ପରେ ବି ଏକ୍ସପ୍ରେସ ଟ୍ରେନ ରହଣୀକୁ ନେଇ ବାମରା ଷ୍ଟେସନରେ ଉତ୍ତେଜନା ଦେଖାଦେଇଛି । ଷ୍ଟେସନ ମାଷ୍ଟରଙ୍କୁ ବାହାର କରି ଅଫିସ ଓ ସିଗନାଲ ରୁମକୁ ଉତ୍ତ୍ୟକ୍ତ ଲୋକେ ବନ୍ଦ କରିଦେଇଛନ୍ତି ।

bamra

ଭୁବନେଶ୍ୱର: ଡିଆରଏମଙ୍କ ପ୍ରତିଶ୍ରୁତି ପରେ ବି ଏକ୍ସପ୍ରେସ ଟ୍ରେନ ରହଣୀକୁ ନେଇ ବାମରା ଷ୍ଟେସନରେ ଉତ୍ତେଜନା ଦେଖାଦେଇଛି । ଷ୍ଟେସନ ମାଷ୍ଟରଙ୍କୁ ବାହାର କରି ଅଫିସ ଓ ସିଗନାଲ ରୁମକୁ ଉତ୍ତ୍ୟକ୍ତ ଲୋକେ ବନ୍ଦ କରିଦେଇଛନ୍ତି । ସିଗନାଲ ନଥିବାରୁ ଷ୍ଟେସନରେ ଆଜାଦ ହିନ୍ଦ ଏକ୍ସପ୍ରେସ ଅଟକି ରହିଛି ।

ଏହାସହ ଏହି ରୁଟ୍‌ ଦେଇ ଯାଉଥିବା ଅନ୍ୟ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଗତକାଲି ଏକ୍ସପ୍ରେସ ଟ୍ରେନ ରହଣୀ ଦାବି କରି ସ୍ଥାନୀୟ ଲୋକେ ରେଳରୋକ କରିଥିଲେ । ସମସ୍ତ ଏକ୍ସପ୍ରେସ ଟ୍ରେନ ରହିବ ବୋଲି ଡିଆରଏମ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜି ଟ୍ରେନ ନଅଟକିବାରୁ ରେଳ ଷ୍ଟେସନରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ଗତକାଲିର ପ୍ରତିଶ୍ରୁତିକୁ ଡିଆରଏମ ପ୍ରତ୍ୟାହାର କରିନେଇଥିବା ଜଣାପଡ଼ିଛି । ଏବେ ବି ବାମରା ରେଳ ଷ୍ଟେସନରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+