Get Updates
Get notified of breaking news, exclusive insights, and must-see stories!

ଓଡ଼ିଶାକୁ 21 ଟି ଅମୃତ ଭାରତ ରେଳ ଷ୍ଟେସନ୍, ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ବଦଳିବ ଓଡ଼ିଶାର ରେଳ ଷ୍ଟେସନର କାୟାକଳ୍ପ । ମିଳିବ 21ଟି ଅମୃତ ଭାରତ ରେଳ ଷ୍ଟେସନ । ଏହାକ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Narendra Modi - amrit bharat railway

ଫେବୃଆରୀ 26 ରେ ସେ ସାରା ଦେଶରେ 554 ଟି ରେଳ ଷ୍ଟେସନ ଏବଂ 15 ହଜାର ରେଲୱେ ଓଭରବ୍ରିଜର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି କ୍ରମରେ ଓଡ଼ିଶାରେ 900 କୋଟି ଟଙ୍କାର 21 ଟି ଅମୃତ ଭାରତ ରେଳ ଷ୍ଟେସନ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି ।

ଏଥିରେ 13ଟି ଷ୍ଟେସନ ପୂର୍ବତଟ ରେଳପଥରେ ରହିଥିବା ବେଳେ, 6ଟି ଦକ୍ଷିଣପୂର୍ବ ଓ 2ଟି ଦକ୍ଷିଣ ପୂର୍ବ ସେଣ୍ଟ୍ରାଲ ରେଲୱେରେ ରହିଛି । ବିମଲଗଡ, ରାୟଗଡ଼ା, ଝାରସୁଗୁଡ଼ା, ସମ୍ବଲପୁର, ଟିଟିଲାଗଡ଼, ପାରାଦୀପ ଆଦି ସହରରେ ନିର୍ମାଣ ହେବ ଅମୃତ ଭାରତ ରେଳ ଷ୍ଟେସନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+