ଚିଲିକା ମଝିରେ ଅଟକିଲା ଡଙ୍ଗା, ଫସି ରହିଛନ୍ତି 25 ଯାତ୍ରୀ
ଚିଲିକା: ଚିଲିକାରେ ମଝିରେ ଫସିଲା ଡଙ୍ଗା । ଫଳରେ ଫସି ରହିଛନ୍ତି ଯାତ୍ରୀ । ଡଙ୍ଗାରେ 13 ଟି ବାଇକ୍ ସହ ଫସିଛନ୍ତି 25 ରୁ ଉର୍ଦ୍ଧ ଯାତ୍ରୀ ।

ସାତପଡାରୁ ଚିଲିକା ଦେଇ ଜହ୍ନିକୁଦା ଘାଟ ନିକଟକୁ ଯାତ୍ରୀଙ୍କୁ ନେଇ ଆସୁଥିଲା ଡଙ୍ଗା । ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଚିଲିକା ମଝିରେ ଫସି ରହିଛି ।
ଉଦ୍ଧାର ପାଇଁ ଉଦ୍ୟମ ଚଳାଇଛନ୍ତି ସ୍ଥାନୀୟ କର୍ତୃପକ୍ଷ ।












Click it and Unblock the Notifications