ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ହ୍ୱାଟସ୍ ଆପ୍ ରେ ହେବ ନନ୍ଦନକାନନ

ଭୁବନେଶ୍ୱର: ଟିକେଟ୍ କାଟିବାକୁ ଆଉ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି । ଏଣିକି ହ୍ୱାଟସ୍ ଆପ୍ ରେ ହୋଇପାରିବ ଟିକେଟ୍ । ନନ୍ଦନକାନନରେ ଡିଜିଟାଲ୍ ବୁକିଂ ଆରମ୍ଭ ହୋଇଛି ।

nandankanan

ଶନିବାର ଏକ କାର୍ଯ୍ୟକ୍ରମରେ ଅନଲାଇନ୍ ଟିକେଟ୍ ବୁକିଂ ସୁବିଧା ଉଦଘାଟନ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ହ୍ୱାଟସ୍ ଆପ୍ କ୍ୟୁଆର୍ କୋର୍ଡରେ ସ୍କାନ କରି ଟିକେଟ୍ କରିହେବ । ହ୍ୱାଟସ୍ ଆପ୍ ବେସଡ୍ ଟିକେଟ ବୁକିଂ ଉଦଘାଟନ କରିଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ ।

ନନ୍ଦନକାନନରେ ଏହି ଅତ୍ୟାଧୁନିକ ସେବା ଭାରତରେ ପ୍ରଥମ । ନନ୍ଦନକାନନ ପକ୍ଷରୁ ଏକ ହ୍ୱାଟସ ଆପ୍ ନମ୍ବର ମଧ୍ୟ ଜାରି ହୋଇଛି । 7871844856 ନମ୍ବରରେ ମେସେଜ କରି ଟିକେଟ ବୁକିଂ କରିପାରିବେ ପର୍ଯ୍ୟଟକ । ତିନି ଟି ଭାଷାରେ ହ୍ୱାଟସ୍ ଆପରେ ଟିକେଟ ବୁକିଂ ହୋଇପାରିବ । ଟିକେଟର ସମୟସୀମା ଗୋଟିଏ ଦିନ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+