Get Updates
Get notified of breaking news, exclusive insights, and must-see stories!

ଗୋପାଳପୁରରେ ଡଙ୍ଗା ବୁଡି ଜଣେ ମୃତ

ଗୋପାଳପୁର: ପୁଣି ଡଙ୍ଗା ବୁଡ଼ି ଜଣେ ମୃତ । ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ମାଛଧରା ଡଙ୍ଗା ବୁଡିବା ଫଳରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି । ଆଜି ଭୋରରୁ 3 ଜଣ ମତ୍ସ୍ୟଜୀବୀ ଗୋଟିଏ ଡଙ୍ଗା ନେଇ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ବେଳେ ବଡ ଲହଡି ଆସିବାରୁ ଡଙ୍ଗାଟି ଓଲଟି ପଡିଥିଲା । ଡଙ୍ଗାରେ ଥିବା ଅନ୍ୟ 2 ମତ୍ସ୍ୟଜୀବୀ ଉଦ୍ଧାର ହୋଇଛନ୍ତି । ମୃତକ ଜଣକ ହେଲେ ବି. ବୈରାଗୀ୍ ।

boat accident

ମୃତକଙ୍କ ବୟସ ପାଖାପାଖି 63 ବର୍ଷ ହେବ । ମତ୍ସ୍ୟଜୀବୀ ବି.ବୈରାଗୀ, ଏମ. ବାଲରlଜୁ ଓ ଏମ. ସିମୁଡୁ ମାଛ ଧରିବାକୁ ଯାଉଥିବା ବେଳେ ବଡ ଲହଡ଼ି ମାଡଡ ହୋଇ ଡଙ୍ଗା ବୁଡ଼ିଯାଇଥିଲା । ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । 2 ଜଣ ପାଣିକୁ ଡେଇଁ ପଡ଼ିଥିବା ବେଳେ ବୈରାଗୀ ଉପରେ ଡଙ୍ଗାଟି ପଡ଼ିଯାଇଥିଲା । ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ବୈରାଗୀଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡ଼ିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+