ବାହାନଗା ଟ୍ରେନ୍ ଦୁର୍ଘଟଣା : ଲାଇନ୍ ମରାମତି ପାଇଁ ପୁଣି ବାତିଲ ହେଲା 36 ଟ୍ରେନ୍

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନାଗା ବଜାର ଷ୍ଟେସନରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଚାଲିଛି ଲାଇନ୍ ମରାମତି କାମ । ଏଥି ଲାଗି ପୂର୍ବ ତଟ ରେଳବାଇ 36 ଟି ଟ୍ରେନକୁ ବାତିଲ କରି ଦେଇଛି । ଜୁନ୍ 10 ଏବଂ ଜୁନ୍ 11 ରେ ଚାଲିବାକୁ ସ୍ଥିର ହୋଇଥିବା ଏହି 36 ଟି ଟ୍ରେନ କୁ ବାତିଲ କରାଯାଇଛି ।

ସୂଚନା ଥାଉକି, ବାହାନାଗାରେ ଘଟିଥିବା ଦୁଃଖଦ ଘଟଣାରେ 288 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅତିକମରେ 1000 ଆହତ ହେବାର ଏକ ସପ୍ତାହ ବିତିଗଲାଣି ।












Click it and Unblock the Notifications