ରାଜ୍ୟରେ 106 ଛୁଆ କରୋନା ପଡିଟିଭ୍, ଗତ 24 ଘଣ୍ଟାରେ ମୋଟ 816 ନୂଆ କରୋନା ସଂକ୍ରମିତ ଚିହ୍ନଟ
ଗତ 24 ଘଣ୍ଟାରେ ରାଜ୍ୟରେ 816 କରୋନାର ନୂଆ ମାମଲା ସାମ୍ନାକୁ ଆସିଛି । ଏଥିରୁ କ୍ୱାରେଣ୍ଟାଇନ୍ରୁ 475 ଏବଂ ଲୋକାଲ କେସ୍ 341 ରହିଛି ।
ଭୁବନେଶ୍ୱର: ତୃତୀୟ ଲହର ପୂର୍ବରୁ ପିଲାଙ୍କ ସଂକ୍ରମଣ ଚିନ୍ତାର କାରଣ ସାଜିଛି । ଆଜି ରାଜ୍ୟରେ ପୁଣି 106 ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଗତ 24 ଘଣ୍ଟାରେ ରାଜ୍ୟରେ 816 କରୋନାର ନୂଆ ମାମଲା ସାମ୍ନାକୁ ଆସିଛି । ଏଥିରୁ କ୍ୱାରେଣ୍ଟାଇନ୍ରୁ 475 ଏବଂ ଲୋକାଲ କେସ୍ 341 ରହିଛି ।

ଗୋଟିଏ ଦିନରେ ଆଉ 764 ଜଣ ସୁସ୍ଥ ହୋଇଥିବା ବେଳେ, ମୋଟ ଆରୋଗ୍ୟ ହେଲେଣି 9 ଲକ୍ଷ 88 ହଜାର 854 ଜଣରୁ ଅଧିକ । ଆକ୍ଟିଭ୍ କେସ୍ ରହିଛି 8 ହଜାର 271 ।












Click it and Unblock the Notifications