ଯକ୍ଷ୍ମା ଦୂରୀକରଣରେ ସମଗ୍ର ଦେଶରେ ଓଡିଶା ଦ୍ୱିତୀୟ

ଯକ୍ଷ୍ମା ଦୂରୀକରଣ କ୍ଷେତ୍ରରେ 2020 ମସିହାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି | ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶନିବାର ଟ୍ୱିଟ୍ କରି ସୂଚନା ଦେଇଛି |

ଭୁବନେଶ୍ୱର : ଯକ୍ଷ୍ମା ଦୂରୀକରଣ କ୍ଷେତ୍ରରେ 2020 ମସିହାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି | ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶନିବାର ଟ୍ୱିଟ୍ କରି ସୂଚନା ଦେଇଛି |

ଯକ୍ଷ୍ମା ଦୂର କରିବାରେ ଦେଶର 10ଟି ଜିଲ୍ଲା ମଧ୍ୟରେ ସୋନପୁର, ଦେବଗଡ଼, ଜଗତସିଂପୁର ଏବଂ ବୌଦ୍ଧ ଜିଲ୍ଲା ରହିଛି |

TB-Elimination
କୋଭିଡ୍-19 ମହାମାରୀ ସତ୍ତ୍ୱେ ଏହି ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ରାଜ୍ୟ ତଥା ଜିଲ୍ଲା ଯକ୍ଷ୍ମା ଦଳକୁ ବିଭାଗ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛି |
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+