108 ସହ ମିଶିଲା 102 : ଜାଣନ୍ତୁ ଗର୍ଭବତୀ ଏବଂ ଛୋଟ ଶିଶୁ କେଉଁ ନମ୍ବରକୁ କରିବେ କଲ୍
108 ସହ ମିଶିଲା 108 । ପୂର୍ବରୁ ଗର୍ଭବତୀ ଏବଂ ନବଜାତକ ଶିଶୁ ମାନଙ୍କ ପାଇଁ ଉପଲବ୍ଧ ଥିବା 102 ଆମ୍ବୁଲାନ୍ସ ସେବାକୁ 108 ନମ୍ବର ସହ ମିଶ୍ରଣ କରାଯାଇଛି
ଭୁବନେଶ୍ୱର : 108 ସହ ମିଶିଲା 108 । ପୂର୍ବରୁ ଗର୍ଭବତୀ ଏବଂ ନବଜାତକ ଶିଶୁ ମାନଙ୍କ ପାଇଁ ଉପଲବ୍ଧ ଥିବା 102 ଆମ୍ବୁଲାନ୍ସ ସେବାକୁ 108 ହେଲ୍ପଲାଇନ ନମ୍ବର ସହ ମିଶ୍ରଣ କରାଯାଇଛି । ଏହା ଦ୍ୱାରା ରାଜ୍ୟରେ ପ୍ରତ୍ୟେକ ଗର୍ଭବତୀ ଏବଂ ଛୋଟ ଶିଶୁଙ୍କର ଆମ୍ବୁଲାନ୍ସ ଆବଶ୍ୟକତା ପାଇଁ କେବଳ ମାଗଣା 108 ନମ୍ବରକୁ ହିଁ କଲ୍ କରିବାକୁ ହେବ ।













Click it and Unblock the Notifications