Get Updates
Get notified of breaking news, exclusive insights, and must-see stories!

ନକ୍ସଲ ମୁକ୍ତ ହେଉଛି ଓଡ଼ିଶା

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୃଢ ନେତୃତ୍ୱରେ 'ନକ୍ସଲ ମୁକ୍ତ ଓଡ଼ିଶା' ଗଠନ କ୍ଷେତ୍ରରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ । ସୁରକ୍ଷା ବାହିନୀଙ୍କ ଅଦମ୍ୟ ସାହସିକତା ଏବଂ ମାଓ ନିପାତ ଅଭିଯାନରେ କନ୍ଧମାଳର ଶୀର୍ଷ ମାଓ ନେତାମାନେ ନିହତ ହେଉଥିବା ବେଳେ ସରକାରଙ୍କ ମାନବୀୟ 'ପୁନର୍ବାସ ଯୋଜନା' ଅନେକଙ୍କୁ ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରିଛି । ଯବାନଙ୍କ ପାଇଁ ବର୍ଦ୍ଧିତ ଭତ୍ତା ଓ ଅତ୍ୟାଧୁନିକ ପ୍ରଶିକ୍ଷଣ ବ୍ୟବସ୍ଥା ମାଧ୍ୟମରେ ସୁରକ୍ଷା ବାହିନୀକୁ ଶକ୍ତିଶାଳୀ କରିବା ଭଳି ସରକାରଙ୍କ ପଦକ୍ଷେପ ଏକ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସମ୍ପୂର୍ଣ୍ଣ ମାଓ ମୁକ୍ତ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକଙ୍କ ସରକାର ଓଡ଼ିଶାକୁ ସମ୍ପୂର୍ଣ୍ଣ ମାଓମୁକ୍ତ କରିବା ପାଇଁ ସଂକଳ୍ପବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

CM
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+