ଅଗ୍ନିଶମ ବିଭାଗ ନାଁ ବଦଳି ହେଲା ‘ଅଗ୍ନିଶମ ଓ ଜରୁରୀ ସେବା ବିଭାଗ'

ବଦଳିଲା ‘ଓଡ଼ିଶା ଅଗ୍ନିଶମ ସେବା'ର ନାମ । ରାଜ୍ୟ ସରକାର ଏହି ନାମରେ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ଏହାର ନୂଆ ନାମ ହେବ ‘ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା' ।

fire service

ଭୁବନେଶ୍ୱର: ବଦଳିଲା 'ଓଡ଼ିଶା ଅଗ୍ନିଶମ ସେବା'ର ନାମ । ରାଜ୍ୟ ସରକାର ଏହି ନାମରେ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ଏହାର ନୂଆ ନାମ ହେବ 'ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା' । ଏନେଇ ବିଧିବଦ୍ଧ ଭାବେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପ୍ରକାଶ ଥାଉକି, 'ଓଡ଼ିଶା ଅଗ୍ନିଶମ ସେବା' ବିଭାଗ ଅତୀତରେ ଉଲ୍ଲେଖନୀୟ କାମ କରିଛି । ବନ୍ୟା, ବାତ୍ୟା ଏବଂ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଭାଗର କର୍ମଚାରୀ ମାନେ ଯୁଦ୍ଧକାଳୀନ ଭିତ୍ତିରେ ନିୟୋଜିତ ହୋଇ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥାନ୍ତି । ବିପର୍ଯ୍ୟୟ ସମୟରେ ଏହି ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ସାଧାରଣ ଲୋକଙ୍କ ଜୀବନ ବଞ୍ଚାଇଥାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+