ବିଧାନସଭା ନିର୍ବାଚନ: ଆଗୁଆ ଟିକେଟ୍ ଦେବ କଂଗ୍ରେସ
ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି କଂଗ୍ରେସ । ଦଳ ପକ୍ଷରୁ ଲଢିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ନାଁ ଜାଣିବାକୁ ଅନଲାଇନ୍ ରେ ଆବେଦନ କରିବାକୁ ପୋର୍ଟାଲ୍ ଲଞ୍ଚ କରିଥିଲା କଂଗ୍ରେସ । ଏହା ପରେ କଂଗ୍ରେସ ପକ୍ଷରୁ ଆଗାମୀ ବିଧାନସଭାରେ 147 ଆସନରେ ଲଢିବାକୁ 2500 ରୁ ଅଧିକ ପ୍ରାର୍ଥୀ ଆଶାୟୀ ଥିବା ଜଣାପଡ଼ିଛି ।













Click it and Unblock the Notifications