ଫେବୃଆରୀ 5 ରୁ ବିଧାନସଭା ଅଧିବେଶନ, ଆଗତ ହେବ କାମଚଳା ବଜେଟ୍
ଭୁବନେଶ୍ୱର: ଫେବୃଆରୀ 5 ରୁ ବିଧାନସଭା ଅଧିବେଶନ । ଏହି ଅଧିବେଶନ ସମୟରେ ଆଗତ ହେବ କାମଚଳା ବଜେଟ୍ । ଅଧିବେଶନ ଫେବୃଆରୀ 5 ରୁ ଆରମ୍ଭ ହୋଇ 13 ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ନେଇ ବିଧାନସଭା ପକ୍ଷରୁ ସୂଚନା ଦିଆଯାଇଛି ।

ଫେବୃାଆରୀ 5 ରେ ରାଜ୍ୟପାଳ ନିଜର ଅଭିଭାଷଣ ରଖିବେ । ଏହା ପରେ 8 ତାରିଖରେ ବଜେଟ ଉପସ୍ଥାପନ ହେବ ।












Click it and Unblock the Notifications