ରାଜନୀତିରେ କୃଷକ ସଙ୍ଗଠନ, ନୂଆ ଦଳର ନାଁ, ‘ମୋ ଦଳ'

ଭୁବନେଶ୍ୱର: ରାଜନୀତିରେ କୃଷକ ସଙ୍ଗଠନ । ଚାଷୀ ନେତା ଅକ୍ଷୟ କୁମାର ଗଢ଼ିଲେ ନୂଆ ରାଜନୈତିକ ଦଳ । ନୂଆ ଦଳ ନାଁ ରଖିଛନ୍ତି 'ମୋ ଦଳ' । ଅକ୍ଷୟ କାର୍ଯ୍ୟକାରୀ ସଭାପତି ରହିଛନ୍ତି । ଏହା ସହିତ ପ୍ରଦୀପ ପ୍ରଧାନ ରହିଛନ୍ତି ସାଧାରଣ ସମ୍ପାଦକ । ସବୁ ଆସନରେ ପ୍ରାର୍ଥୀ ଦେବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି ।












Click it and Unblock the Notifications