Get Updates
Get notified of breaking news, exclusive insights, and must-see stories!

ଆଇଆଇସି ସ୍ତରରେ ଅଦଳବଦଳ, ବଦଳିଲେ 47 ଥାନା ଅଧିକାରୀ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ସରକାର ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ ପରେ ଏବେ ଆଇଆଇସି ସ୍ତରରେ ଅଦଳବଦଳ କରିଛନ୍ତି । 47 ଜଣ ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି ।

iic reshuffle

ସୁଧାଂଶୁ ଜେନାଙ୍କୁ କ୍ୟାପିଟାଲ ଥାନାର ଦାୟିତ୍ୱ ମିଳିଛି । ସେହିପରି ପ୍ରଦୀପ ଜେନାଙ୍କୁ ଚନ୍ଦକା ଥାନା ଆଇଆଇସି ଭାବେ ନିଯୁକ୍ତ ଦିଆଯାଇଛି । ଏହା ସହ ସମିତା ମିଶ୍ର ନନ୍ଦନକାନନ ଥାନା ଆଇଆଇସି, ପ୍ରଦୀପ୍ତ ନାୟକ ଧଉଳି ଥାନା ଆଇଆଇସି, ଚିତ୍ତରଂଜନ ରାଉତଙ୍କୁ ମଧୁପାଟଣା ଆଇଆଇସି ଭାବେ ଦାୟିତ୍ୱ ମିଳିଛି । ଆଇଆଇସି ଭାଗ୍ୟଶ୍ରୀ ସ୍ୱାଇଁଙ୍କୁ କଟକ ମହିଳା ଥାନାକୁ ବଦଳି କରାଯାଇଛି ।

ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ର ନାଥ ମେହେରଙ୍କୁ ବାଲିଅନ୍ତା ଥାନାକୁ ବଦଳି କରାଯାଇଥିବା ବେଳେ ବାଲିପାଟଣା ଥାନା ଅଧିକାରୀ ଓମ ପ୍ରକାଶ ମହାନ୍ତିଙ୍କୁ ଜଗତପୁରକୁ ବଦଳି କରାଯାଇଛି । ବାରଙ୍ଗ ଥାନା ଅଧିକାରୀ ଆକାଶ ରଣାଙ୍କୁ ଟ୍ରାଫିକ ଥାନାକୁ ବଦଳି କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+