Get Updates
Get notified of breaking news, exclusive insights, and must-see stories!

ମହାଶିବରାତ୍ରୀ ପାଇଁ ଲିଙ୍ଗରାଜ ମନ୍ଦିରର ହେଲା ନୀତି ନିର୍ଘଣ୍ଟ, ରାତି 10 ଟାରେ ଉଠିବ ମହାଦୀପ

ଭୁବନେଶ୍ୱର: ଚଳିତ ମାସ 8 ତାରିଖରେ ପାଳନ ହେବ ମହାଶିବରାତ୍ରୀ । ଏଥିପାଇଁ ରାଜ୍ୟର ସମସ୍ତ ଶୈବ ପୀଠ ଗୁଡିକରେ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । ମନ୍ଦିର ସେଫେଇ କାର୍ଯ୍ୟଠୁ ଆରମ୍ଭ କରି ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ବ୍ୟବାସ୍ଥା କରାଯାଇଛି । ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ ପାଇଁ ନୀତି ନିର୍ଘଣ୍ଟ ହୋଇଛି ।

shiv ratri

ଏଥର ରାତି 10 ଟାରେ ଉଠିବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ମହାଦୀପ । ଚଳିତ ଥର ଭୋର୍ 3ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ଶ୍ରୀଲିଙ୍ଗରାଜଙ୍କର ନୀତିକାନ୍ତି ଆରମ୍ଭ କରାଯିବ । ପ୍ରାତଃ 3 ଟା ରୁ 3.30 ପର୍ଯ୍ୟନ୍ତ ହେବ ମଙ୍ଗଳା ଆଳତୀ ଓ ଅବକାଶ । ଏହା ପରେ ଭୋର 3.30 ରୁ ଦିବା 11 ଟା ପର୍ଯ୍ୟନ୍ତ ହେବ ସାହାଣମେଲା ଦର୍ଶନ । ପରେ ଅନ୍ୟ ନୀତିକାନ୍ତି ପରେ ଅପରାହ୍ନ 3.45 ରୁ 4.45 ପର୍ଯ୍ୟନ୍ତ ହେବ ସାହାଣମେଲା ଦର୍ଶନ । ଏହା ପରେ ଅନ୍ୟ ନୀତିକାନ୍ତି ହେବାର ନୀତି ନିର୍ଘଣ୍ଟ ରହିଛି । ରାତି 10 ଟା ରେ ମହାଦୀପ ଦର୍ଶନ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+