Get Updates
Get notified of breaking news, exclusive insights, and must-see stories!

7276 ଡାକ୍ତର ପଦବୀ ନିଯୁକ୍ତି ନେଇ OPSC କୁ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି

ଭୁବନେଶ୍ୱର: ଓଡିଶା ମେଡିକାଲ ଏବଂ ସ୍ୱାସ୍ଥ୍ୟ ସେବାରେ ନୂତନ ପଦବୀ ସୃଷ୍ଟି ହେବା ସହ କ୍ଲାସ୍-ଏ ପୋଷ୍ଟରେ 7276 ଡାକ୍ତର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଓଡିଶା ଜନସେବା ଆୟୋଗ (ଓପିଏସସି) କୁ ଚିଠି ଲେଖିଛନ୍ତି ବିଭାଗର ସଚିବ ଶାଲିନୀ ପଣ୍ଡିତ ।

doctor posting

ସୋମବାର ଦିନ ଓପିଏସସିକୁ ଲେଖିଥିବା ଏକ ଚିଠିରେ ପଣ୍ଡିତ କହିଛନ୍ତି ଯେ OPSC ସୁପାରିଶ କ୍ରମେ ଓଡିଶା ମେଡିକାଲ ଆଣ୍ଡ ହେଲଥ ସର୍ଭିସେସ୍ ନିୟମ 2017, ଓଡିଶା ମେଡିକାଲ ଆଣ୍ଡ ହେଲଥ ସର୍ଭିସେସ୍ ସଂଶୋଧନ, ଫେବୃଆରୀ 22, 2021 GA ଏବଂ PG ବିଭାଗ ବିଜ୍ଞପ୍ତି ଅନୁଯାୟୀ ଏବଂ OMHS କ୍ୟାଡର ନିୟମ ଅନୁଯାୟୀ, ଉପରୋକ୍ତ ନିୟମିତ ଖାଲି ପଦବୀ ଗୁଡିକ ପୂରଣ କରାଯିବା ଆବଶ୍ୟକ ।

ଆବଶ୍ୟକ ସଂଖ୍ୟକ ଡାକ୍ତରଙ୍କୁ ସୁପାରିଶ କରିବା ସହ ଯୋଗ୍ୟତା ମାର୍କ OPSC ଦ୍ୱାରା ସ୍ଥିର ହେବ ବୋଲି ଚିଠିରେ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+