Get Updates
Get notified of breaking news, exclusive insights, and must-see stories!

ସୁଧୁରୁଛି ଦାମ ରାଉତଙ୍କ ସ୍ୱାସ୍ଥ୍ୟ ଅବସ୍ଥା, ସୂଚନା ଦେଲେ ପୁଅ ସମ୍ବିତ

ଭୁବନେଶ୍ୱର: ରାଜ୍ୟ ରାଜନୀତିର ବରିଷ୍ଠ ନେତା ଡ. ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆସୁଛି ସୁଧାର । ସକାଳ ଅପେକ୍ଷା ସ୍ଥିତି ବର୍ତ୍ତମାନ ଭଲ ଅଛି । ସ୍ୱାସ୍ଥ୍ୟାବସ୍ଥା ଭଲ ହେଉଛି ।

Damodar Rout

ଏନେଇ ନେଇ ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟ ଗୁରୁବାର ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସମ୍ବିତ କହିଛନ୍ତି ଯେ, ସକାଳ ଅପେକ୍ଷା ସ୍ଥିତି ବର୍ତ୍ତମାନ ଭଲ ଅଛି । ଡାକ୍ତରମାନେ ଚେଷ୍ଟା ଜାରି ରଖିଛନ୍ତି । ଡାକ୍ତରମାନଙ୍କ ସହ ଆଲୋଚନା କରିଛୁ । ମେଡ଼ିସିନ ଡୋଜ କମା ଯାଇଛି ।

ସମ୍ବିତ ଆହୁରି କହିଛନ୍ତି, ଗତ 18 ତାରିଖରୁ ଦାମ ରାଉତଙ୍କ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି । ହୃଦଘାତ ପରେ ଦାମୋଦର ଗୁରୁତର ହୋଇପଡିଥିଲେ ।
ଉଲ୍ଲେଖ ଥାଉ କି ତିନିମାସ ତଳେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ମଧ୍ୟ ଅସୁସ୍ଥ ହୋଇପଡିଥିଲେ । ଯକୃତରେ ପାଣି ଜମିଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+