Big Breaking: ଭୁବନେଶ୍ୱର ଲୋକସେବା ଭବନରେ ନିଆଁ
ଭୁବନେଶ୍ୱର: ଲୋକସେବା ଭବନରେ ଲାଗିଲା ନିଆଁ । ଲୋକସେବା ଭବନର ରାଜସ୍ୱ ବିଭାଗ କୋଠାରେ ନିଆଁ ଲାଗିଛି । ନିଆଁଲିଭା କାର୍ଯ୍ୟରେ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ ।

କଳ୍ପନା ଓ ବରମୁଣ୍ଡାରୁ ଆସି ପହଞ୍ଚିଛି 2ଟି ଅଗ୍ନିଶମ ଗାଡି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଜିରୋ କାଜୁଆଲିଟି ପାଇଁ ଚାଲିଛି ଜୋରଦାର ଉଦ୍ୟମ କରାଯାଉଛି ।












Click it and Unblock the Notifications