Get Updates
Get notified of breaking news, exclusive insights, and must-see stories!

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଟଳିଲେ ୨ ମାଓବାଦୀ

କନ୍ଧମାଳ ଜିଲା କୋଟଗଡ ଥାନା ଜଙ୍ଗଲାଞ୍ଚଳରେ ବୁଧବାର ରାତିରେ ପୁଲିସ ସହ ଗୁଳି ବିନିମୟରେ ୨ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କଠାରୁ କିଛି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। କୋଟଗଡ ଥାନା ଅନ୍ତର୍ଗତ ଜଙ୍ଗଲାକୁ ଜିଲା ପୁଲିସର ସଶସ୍ତ୍ର ବାହିନୀ ଅଭିଯାନରେ ଯାଇଥିବା ବେଳେ ବୁଧବାର ରାତି ପ୍ରାୟ ୯ଟା ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ।

Maoists
ମାଓବାଦୀମାନେ ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇଥିଲେ । ପୁଲିସର ପାଲଟା ଜବାବରେ ୨ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ପୁଲିସ ଗୁଳିର ସାମନା କରିନପାରି ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିବା ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧୂକାରୀ ଶିବମ ଘୋଷଲେ ସୂଚନା ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏବେବି ସର୍ଚ୍ଚ ଅପରସନ ଜାରି ରହିଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+