ଯଶୀପୁରରେ 4 ହାତୀଦାନ୍ତ ଜବତ, 5 ଗିରଫ

ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲା ବନ ବିଭାଗକୁ ମିଳିଛି ବଡ଼ ସଫଳତା । ବନବିଭାଗ ହାତରେ ଲାଗିଛି 4 ହାତୀ ଦାନ୍ତ । ଯଶୀପୁରରୁ 4 ଟି ହାତୀଦାନ୍ତ ଜବତ କରାଯାଇଛି । ଏହି ମାମଲାରେ 5 ଜଣ ଗିରଫ ହୋଇଛନ୍ତି ।

Tusk

ସୂଚନା ଅନୁଯାୟୀ, ଶିମିଳିପାଳ ଦକ୍ଷିଣ ଡିଭିଜନ ଉପ ନିର୍ଦେଶକଙ୍କ ନେତୃତ୍ୱରେ ଶିମିଳିପାଳ ଦକ୍ଷିଣ, ଶିମିଳିପାଳ ଉତ୍ତର ଏବଂ ରାଇରଙ୍ଗପୁର ଡିଭିଜନର ଏସିଏଫ୍, ରେଞ୍ଜର୍ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଯଶୀପୁରର ଜାମକେଶ୍ୱର ଗାଁରେ ଚଢଉ କରାଯାଇଥିଲା ।

ଏହି ଟିମ୍ 4 ଟି ହାତୀଦାନ୍ତ ଜବତ କରିଥିଲା । ଘଟଣାସ୍ଥଳରୁ 5 ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହାତୀଦାନ୍ତ ବିକ୍ରି କରିବା ଲାଗି ଯୋଜନା କରୁଥିଲେ । ମାମଲାର ଅଧିକ ତଦନ୍ତ ଚାଲିଛି । ଅଭିଯୁକ୍ତମାନଙ୍କୁ ବାରିପଦାକୁ ନିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+