ଦୁର୍ଗାପୂଜା: ରାତି 12 ଟା ଯାଏଁ କମ୍ପିବ ରାଜଧାନୀ, ଚାଲିବ ମେଲୋଡ଼ି

ଭୁବନେଶ୍ୱର: ଆରମ୍ଭ ହୋଇଛି ପାର୍ବଣ ଋତୁ । ଆଉ ଦିନ କେଇଟା ପରେ ଦଶହରା । ଏ ନେଇ ଚଳଚଞ୍ଚଳ ହେଲାଣି ଗାଁ ଠୁ ସହର । ଜୋରଦାର ହେଲାଣି ପ୍ରସ୍ତୁତି ।
ଏହି ସମୟରେ ଏଥର ରାତି ଅଧ ଯାଏଁ କମ୍ପିବ ରାଜଧାନୀ । ମଣ୍ଡପରେ ଲାଗିବ ଭିଡ଼ । ତା ସହ ରାତି 12ଟା ଯାଏଁ ଚାଲିବ ମେଲୋଡ଼ି । ପୂର୍ବରୁ ରାତି 10 ଟା ପର୍ଯ୍ୟନ୍ତ ମେଲୋଡ଼ି ହେଉଥିଲା । ଏଥ ଅଧିକ 2 ଘଣ୍ଟା ପାଇଁ ମିଳିଛି ଅନୁମତି ।

durga puja

ସୂଚନାଥାଉକି, ଦୁର୍ଗାପୂଜା ଓ ଭସାଣୀ ପାଇଁ ପୋଲିସ-ପୂଜା କମିଟିର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଚଳିତବର୍ଷ ରାଜଧାନୀ ଭୁବନେଶ୍ୱରରେ ଦୁର୍ଗାପୂଜାରେ 183 ପୂଜା ମଣ୍ଡପ ହେଉଛି । ତେଣୁ ଆଇନ ଶୃଙ୍ଖଳା ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ନିୟୋଜିତ ହେବେ ପୋଲିସ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+