Debasnana Purnima 2021 Live Updates: ଶେଷ ହେଲା ସ୍ନାନଯାତ୍ରା, ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନବେଦୀଙ୍କୁ ବିଜେ କରିବେ ଶ୍ରୀଜିଉ। ସ୍ନାନବେଦୀରେ ଗଜ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ।
ନମସ୍କାର; ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ଲାଇଭ କଭରେଜକୁ ଆପଣଙ୍କୁ ସ୍ବାଗତ । ପହଣ୍ଡି ବିଜେଠୁ ସ୍ନାନଯାତ୍ରା ଓ ମହାପ୍ରଭୁଙ୍କ ଗଜାନନ ବେଶ ପର୍ଯ୍ୟନ୍ତ, ପ୍ରତିଟି ମୁହୁର୍ତ୍ତର ଆମେ ଦେବୁ ଆପଣଙ୍କୁ ଲାଇଭ ଅପଡେଟ୍...
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନବେଦୀଙ୍କୁ ବିଜେ କରିଛନ୍ତି ଶ୍ରୀଜିଉ । ସ୍ନାନବେଦୀରେ ଗଜ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ । କୋଭିଡ କଟକଣା ପାଇଁ ଏଥର ମଧ୍ୟ ବିନା ଭକ୍ତରେ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଛି ।

ଦେଖନ୍ତୁ ସ୍ନାନଯାତ୍ରାର ସିଧାପ୍ରସାରଣ -
ବାଲୁକା କଳାରେ ଶୁଭେଚ୍ଛା ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
Jai Jagannath ….🙏
— Sudarsan Pattnaik (@sudarsansand) June 24, 2021
Today is auspicious occasion of #SnanaJatra of Mahaprabhu Shree #Jagannath .🙏 pic.twitter.com/2RFvvVidco
ସାଂସଦ ଅନୁଭବ ମହାନ୍ତଙ୍କ ଶୁଭେଚ୍ଛା
ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ🙏🏻
— Anubhav Mohanty (@AnubhavMohanty_) June 24, 2021
जय महाप्रभु श्री जगन्नाथ🙏🏻
Jai Mahaprabhu Shree Jagannath🙏🏻 pic.twitter.com/YduNqnvtGu
ଦେଖନ୍ତୁ, ବାଲୁକା ଶୀଳ୍ପି ମାନସ ସାହୁଙ୍କ ସ୍ୟାଣ୍ଡ ଆର୍ଟ
On the eve of #DevasnanaPurnima my #SandAnimation dedicated to #Lord #Jagannath Plz click on below like for sand animation short film #DevasnanaPurnimahttps://t.co/z8gT3B94ZN@CMO_Odisha @PradeepJenaIAS @PradeepJenaIAS @soubhagyajourno @AnanyaDasIAS @pcsarangi @AprajitaSarangi pic.twitter.com/s5ZcpneEfq
— Manas sahoo (@SandArtistManas) June 24, 2021
ପୁରୀ ଜିଲ୍ଲାପାଳଙ୍କ ଶୁଭେଚ୍ଛା
Snana Purnima wishes to everyone! Jai Jagannath 🙏🏻 pic.twitter.com/pcyCX8ZUnl
— Samarth Verma (@samarth_verma) June 24, 2021
ସ୍ନାନଯାତ୍ରାର ଶୁଭେଚ୍ଛା ଜଣାଇଲେ ନବୀନ
ପବିତ୍ର ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ କୃପା ଓ ଆଶୀର୍ବାଦରୁ କୋଭିଡ ସଙ୍କଟ ଶୀଘ୍ର ଦୂର ହେବା ସହ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ଭରିଯାଉ। pic.twitter.com/GAzBeJriOp
— Naveen Patnaik (@Naveen_Odisha) June 24, 2021
ସୁରକ୍ଷା ବଳୟର ସୁନ୍ଦର ଦୃଶ୍ୟ
All Preparations have been made for smooth conduct of the auspicious 𝑫𝒆𝒗𝒂𝒔𝒏𝒂𝒏𝒂 𝑷𝒖𝒓𝒏𝒊𝒎𝒂. pic.twitter.com/xOpUjdrujX
— Puri Police (@SPPuri1) June 23, 2021
ପୁରୀ ପୋଲିସର ଦେବସ୍ନାନ ପୂର୍ଣ୍ଣିମା ଶୁଭେଚ୍ଛା
🙏 Jai JaganNath 🙏 pic.twitter.com/AHzC2nIA26
— Puri Police (@SPPuri1) June 24, 2021
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଦେବସ୍ନାନ ପୂର୍ଣ୍ଣିମା ଶୁଭେଚ୍ଛା
ଶ୍ରୀଜୀଉଙ୍କ ଜ୍ୟେଷ୍ଠ ପୂର୍ଣ୍ଣିମା "ସ୍ନାନଯାତ୍ରା" ପୁଣ୍ୟ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ।
Today on the holy occasion of Jyestha Purnima & ‘Snana Jatra’, Darshan of Mahaprabhu at Snana bedi @Jagannathadhaam #Puri #SNANAPURNIMA #SnanaJatra pic.twitter.com/usiNV1eYjB
— Krishan Kumar (@Krishan_Kumar09) June 24, 2021
ଦେଖନ୍ତୁ, ପହଣ୍ଡି ବିଜେ ପୂର୍ବରୁ ରାତି 4ଟାର ମଙ୍ଗଳ ଆଳତୀ..
ସୁପ୍ରଭାତ! Today's Patitapaban Darshan at Shree Jagannatha Temple, #Puri. pic.twitter.com/V9RszEYpIV
— Shree Jagannatha Temple, Puri (@JagannathaDhaam) June 24, 2021
ଶୁଭେଚ୍ଛା
ପବିତ୍ର ସ୍ନାନଯାତ୍ରା ଉପଲକ୍ଷେ ପୁରୀ ଶ୍ରୀମନ୍ଦିର ସ୍ନାନ ମଣ୍ଡପରେ ବିଜେ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଶ୍ରୀଜୀଉମାନଙ୍କୁ ପହଣ୍ଡି କରି ବିଜେ କରାଯିବା ପରେ ପ୍ରତ୍ୟୁଷରୁ ମଙ୍ଗଳ ଆଳତି, ମଇଲମ ଏବଂ ତଡପ ଲାଗି ଆଦି ବିଭିନ୍ନ ନୀତି ସମ୍ପାଦନ ହେବା ସହିତ ସ୍ନାନଯାତ୍ରା ସମ୍ବନ୍ଧିତ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯାଉଛି। #JaiJagannath pic.twitter.com/fKnV6uyCsa
— I & PR Department, Odisha (@IPR_Odisha) June 24, 2021
ଶୁଭେଚ୍ଛା
ମହାପ୍ରଭୁଙ୍କ ମହାସ୍ନାନର ପବିତ୍ର ଉତ୍ସବ ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ସମଗ୍ର ଓଡିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା l ବଡଠାକୁରଙ୍କ ଅପାର କୃପାରୁ ସମାଜରୁ ଅଶାନ୍ତି, ରୋଗ, ବ୍ୟାଧି ଆଦି ନାଶ ହୋଇ ସୁଖ, ଶାନ୍ତି ସର୍ବତ୍ର ବଜାୟ ରହୁ, ଏହି ପବିତ୍ର ମୁହୂର୍ତ୍ତରେ ମୋର ବିନମ୍ର ପ୍ରାର୍ଥନା କରୁଛି l pic.twitter.com/qmheow2LvR
— Tusharkanti Behera (@btushar02) June 24, 2021

























Click it and Unblock the Notifications