ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବିଧାୟକଙ୍କୁ ମିଳିଲା ହତ୍ୟା ଧମକ । 15 ଦିନ ମଧ୍ୟରେ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା କରିବାକୁ ମିଳିଛି ଧମକ । ଏ ନେଇ ଏକ ବ୍ୟାନରରେ ଲେଖାଥିବା ଦେଖିବାକୁ ମିଳିଛି ।

santosh singh saluja

ଆଜି ସକାଳୁ କଣ୍ଟାବାଞ୍ଜି ବାଳିକା ହାଇସ୍କୁଲ ବାହାରେ ଥିବା ଏକ ଦୋକାନ ନିକଟରେ ଏହି ବ୍ୟାନର ଲାଗିଥିଲା । ଏଥିରେ ନାଲି ରଙ୍ଗରେ କଣ୍ଟାବାଞ୍ଜି ବିଧାୟକଙ୍କୁ 15 ଦିନରେ ହତ୍ୟା କରିବା ଲେଖାଯାଇଥିଲା । ଏହା ସହ ବ୍ୟାନରରେ ଏକ ଅଜଣା ବ୍ୟକ୍ତିଙ୍କ ଫଟୋ ମଧ୍ୟ ରହିଛି । ପୋଷ୍ଟର ଦେଖି ଲୋକେ ଭୟଭୀତ ହୋଇପଡ଼ିଥିବା ବେଳେ କଣ୍ଟାବାଞ୍ଜି ପୋଲିସ ବ୍ୟାନର ଜବତ କରି ତଦନ୍ତ ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+