Get Updates
Get notified of breaking news, exclusive insights, and must-see stories!

ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ !

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ । ଫୋନ୍ କଲ୍ ମାଧ୍ୟମରେ ମିଳିଛି ହତ୍ୟା ଧମକ । ନବ ଦାସଙ୍କ ଭଳି ବୈଜୟନ୍ତଙ୍କ ଦଶା ହେବ ବୋଲି କଲର୍ ଜଣକ କହିଛନ୍ତି । ଏ ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି ।

baijayant panda

ବୈଜୟନ୍ତଙ୍କ ବ୍ୟକ୍ତିଗତ ସହାୟକ ଏହି ଫୋନ୍ କଲ୍ ରିସିଭ୍ କରିଥିଲେ । ଏହା ପରେ ନବ ଦାସଙ୍କ ଭଳି ବୈଜୟନ୍ତଙ୍କୁ ହତ୍ୟା କରାଯିବା ନେଇ ଅନ୍ୟ ପଟୁ ଧମକ ଦେଇଥିଲା କଲର୍ । ଏହା ସତରେ ହତ୍ୟା ଧମକ ନା ପ୍ରାଙ୍କ୍ କଲ୍ ଥିଲା ଏବଂ ଏହା କେଉଁ ରାଜ୍ୟରୁ କଲ୍ କରାଯାଇଛି ସେ ନେଇ ଖୋଳତାଡ଼ କରୁଛି ପୋଲିସ୍ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+