ୟାଶ ଟଳିଲା : ଜଳବନ୍ଦୀ ଚିନ୍ତା ଘାରିଲା
ବାତ୍ୟା ମାଡ଼ରେ ଧାମରା ଓ ଦୋସିଙ୍ଗା ରାସ୍ତା ଉପରେ ଅନେକ ଗଛ , ବିଦ୍ୟୁତ୍ ଖୁଣ୍ଟି ଉପୁଡ଼ି ପଡ଼ିଛି । ଗାଁ ଭିତରେ ମଧ୍ୟ ଗଛ ଉପୁଡ଼ିଛି । କାହାର ମାଟି ଘର ଭାଙ୍ଗି ଯାଇଛି ତ କାହାର ଆଜବେଷ୍ଟସ ଉଡ଼ିଯାଇଛି ।
ଭୁବନେଶ୍ୱର : ୟାସର ବିପଦ ଟଳିଛି । 25 ତାରିଖ ରାତିରୁ ପବନର ଗର୍ଜନ ସାମନ୍ୟା କମିଛି । ଧାମରା ନିକଟରେ ଲ୍ୟାଣ୍ଡଫଲ କରିବା ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏହା ଅନେକ ସ୍ଥାନରେ କ୍ଷତି ପହଞ୍ଚାଇଛି । ବାତ୍ୟା ୟଶ ଧାମରା ଦେହରେ ଘଷି ହୋଇ ଚାଲିଯାଇଛି । ଧାମରା ଓ ଏହା ପାଖକୁ ଲାଗି ଥିବା ଅମର ନଗର, ରବୀନ୍ଦ୍ର ନଗର , କାନାଳି, ଚନ୍ଦନୀପାଳ ଗାଁ ଗୁଡିକରେ ବହୁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।

ବାତ୍ୟା ମାଡ଼ରେ ଧାମରା ଓ ଦୋସିଙ୍ଗା ରାସ୍ତା ଉପରେ ଅନେକ ଗଛ , ବିଦ୍ୟୁତ୍ ଖୁଣ୍ଟି ଉପୁଡ଼ି ପଡ଼ିଛି । ଗାଁ ଭିତରେ ମଧ୍ୟ ଗଛ ଉପୁଡ଼ିଛି । କାହାର ମାଟି ଘର ଭାଙ୍ଗି ଯାଇଛି ତ କାହାର ଆଜବେଷ୍ଟସ ଉଡ଼ିଯାଇଛି । ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳବାସୀଙ୍କୁ ଆଶ୍ରୟସ୍ଥଳୀକୁ ପୂର୍ବରୁ ନିଆ ସରିଥିଲା । ସେହିପରି ଲଗାତାର ଦୁଇ ଦିନ ପ୍ରବଳ ବର୍ଷା ହେଉଥିବାରୁ ଏହି ତଳିଆ ଅଞ୍ଚଳରେ ପାଣି ପଶିଛି । ପୁନରୁଦ୍ଧାର କାର୍ଯ୍ୟକୁ ରାଜ୍ୟ ସରକାର ତ୍ୱରାନ୍ୱିତ କରିଥିବା କହିଛନ୍ତି ।
More From
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications