Get Updates
Get notified of breaking news, exclusive insights, and must-see stories!

ପରିବା ପରେ ପଡ଼ିଲା ଜିରାର ମହଙ୍ଗା ମାଡ଼, କିଲୋ ପ୍ରତି 1000 ଟଙ୍କା ପାର୍

ଭୁବନେଶ୍ୱର : ସାରା ଦେଶରେ ପରିବା ଦରକୁ ନେଇ ଚିନ୍ତା ବଢୁଥିବା ବେଳେ ପୁଣି ବାଜିଛି ଆଉ ଏକ ମହଙ୍ଗା ମାଡ଼ । ଟମାଟୋ କିଲୋ ପ୍ରତି 100 ରୁ 120 ପାର୍ ହେବା ସହ ଅଦା, ରସୁଣ ଆଦିର ଦର ବଢିଛି । ଏହା ପରେ ବି ମହଙ୍ଗା ମାଡ଼ରୁ ମିଳୁନି ନିସ୍ତାର । ପନିପରିବା ଦର ରୋଷେଇ ଘରେ ଦାଉ ସାଜିଥିବା ବେଳେ ଜିରା ଦର ପୁଣି ବଢିଛି ।

zeera

ବର୍ତ୍ତମାନ ଜିରା ଦର କେଜି ପ୍ରତି ହଜାରେ ଟଙ୍କା ପାର୍ ହୋଇଛି । 15 ଦିନ ତଳେ ଜିରା ଦର ଥିଲା 550 ଟଙ୍କା । ଦୁଇ ଦିନ ଆଗରୁ ଏଥିରେ ବୃଦ୍ଧି ହୋଇ 700 ହୋଇଥିଲା । ବର୍ତ୍ତମାନ ଏହା 1000 ଟଙ୍କା ପାର୍ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+