କ୍ରମାଗତ ଭାବେ ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗତ 24 ଘଣ୍ଚାରେ ରାଜ୍ୟରେ 198 କରୋନା ଆକ୍ରାନ୍ତ ଚିହ୍ନଟ
ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 198 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 115 ଜଣ ସଙ୍ଗରୋଧ ଗୃହରୁ ଏବଂ 83 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।
ଭୁବନେଶ୍ୱର : ରାଜ୍ୟରେ ଗତ କିଛି ଦିନ ହେବ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ଦୁଇ ଶହ ତଳକୁ ଖସିଆସିଛି । ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 198 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 115 ଜଣ ସଙ୍ଗରୋଧ ଗୃହରୁ ଏବଂ 83 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଏହାକୁ ମିଶାଇ ଆଜିସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 30ହଜାର 690 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Covid-19 Report For 4th January, 2021
New Positive Cases: 198
In quarantine: 115
Local contacts: 83(Details of local contacts will be shared by concerned District Administration)
District Wise Cases:
1. Angul: 34
— I & PR Department, Odisha (@IPR_Odisha) January 5, 2021
2. Balasore: 3
3. Bargarh: 10
4. Bhadrak: 3
5. Balangir: 14
ଅପରପକ୍ଷରେ ଆଜି ସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 26ହଜାର 507 ଜଣ ସୁସ୍ଥ ହୋଇଥିବା ବେଳେ 2243 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି ।












Click it and Unblock the Notifications