ରାଜ୍ୟରେ ଗତ 24 ଘଣ୍ଟାରେ 757 କରୋନା ଆକ୍ରାନ୍ତ, 16 ମୃତ
ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା | ଗତ 24 ଘଣ୍ଟାରେ ଓଡ଼ିଶାରେ ମୋଟ 757 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସେଥି ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ 436 ଜଣ ଏବଂ ସ୍ଥାନୀୟ ସଂକ୍ରମିତ 321 ହୋଇଛନ୍ତି |
ଭୁବନେଶ୍ୱର : ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା | ଗତ 24 ଘଣ୍ଟାରେ ଓଡ଼ିଶାରେ ମୋଟ 757 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସେଥି ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ 436 ଜଣ ଏବଂ ସ୍ଥାନୀୟ ସଂକ୍ରମିତ 321 ହୋଇଛନ୍ତି |

Covid-19 Report For 19th November
New Positive Cases: 757
In Quarantine: 436
Local contacts: 321(Details of local contacts will be shared by concerned District Administration)
District Wise Cases:
1. Angul: 75
— I & PR Department, Odisha (@IPR_Odisha) November 20, 2020
2. Balasore: 34
3. Bargarh: 12
4. Bhadrak: 19
5. Balangir: 35
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 70 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ସୁନ୍ଦରଗଡ଼ରୁ 52, ମୟୁରଭଞ୍ଜରୁ 43, କଟକରୁ 67, କେନ୍ଦ୍ରାପଡ଼ାରୁ 29, ଯାଜପୁରରୁ 27, କଳାହାଣ୍ଡିରୁ 37, ଢେଙ୍କାନାଳରୁ 9, ଭଦ୍ରକରୁ 19, କେନ୍ଦୁଝରରୁ 26, ବଲାଙ୍ଗୀରରୁ 35, ଅନୁଗୁଳରୁ 75, ପୁରୀରୁ 9, ଗଞ୍ଜାମରୁ 13, ସମ୍ବଲପୁରରୁ 35, ବାଲେଶ୍ୱରରୁ 34, ଜଗତସିଂପୁରରୁ 42, କୋରାପୁଟ ଓ ମାଲକାନାଗିରିରୁ 8 ଜଣ ଲେଖାଏଁ, ନବରଙ୍ଗପୁରରୁ 10 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |
22. Nawarangpur: 10
23. Nayagarh: 6
24. Nuapada: 41
25. Puri: 9
26. Rayagada: 4
27. Sambalpur: 35
28. Sonepur: 1
29. Sundargarh: 52
30. State Pool: 14New recoveries: 1019
— I & PR Department, Odisha (@IPR_Odisha) November 20, 2020
Cumulative tested: 5471180
Positive: 312545
Recovered: 302796
Active cases: 8088
କନ୍ଧମାଳରୁ 4, ଝାରସୁଗୁଡାରୁ 25, ବରଗଡ଼ରୁ 12, , ନୂଆପଡ଼ାରୁ 41, ନୟାଗଡ଼ରୁ 6, ସୋନପୁରରୁ 1, ରାୟଗଡାରୁ 4, ଦେବଗଡ ଓ ଗଜପତିିରୁ 1, ବୌଦ୍ଧରୁ 1 ଜଣ ଏବଂ ରାଜ୍ୟ ପୁଲରୁ 14 ଜଣ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 ଲକ୍ଷ 12 ହଜାର 545ରେ ପହଞ୍ଚିଛି |
Regret to inform the demise of sixteen #COVID19 positive patients while under treatment in hospitals.
— H & FW Dept Odisha (@HFWOdisha) November 20, 2020
1. A 65-year-old male of Bargarh district who was also suffering from Diabetes Mellitus.
2. A 65-year-old female of Cuttack district.
ଅପରପକ୍ଷରେ ରାଜ୍ୟରେ ଆଜି 16 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି | ରାଜ୍ୟର ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 2ହଜାର 7796 ହୋଇଛି | ବର୍ତ୍ତମାନ ଓଡ଼ିଶାରେ 8ହଜାର 88 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି |












Click it and Unblock the Notifications