ଗତ 24 ଘଣ୍ଟାରେ 868 କରୋନା ଆକ୍ରାନ୍ତ ଚିହ୍ନଟ, 15 ମୃତ
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି | ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 868 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସେଥି ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ 502 ଜଣ ଏବଂ ସ୍ଥାନୀୟ ସଂକ୍ରମିତ 366 ଅଛନ୍ତି |
ଭୁବନେଶ୍ୱର : ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 868 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସେଥି ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ 502 ଜଣ ଏବଂ ସ୍ଥାନୀୟ ସଂକ୍ରମିତ 366 ଅଛନ୍ତି |

Covid-19 Report For 17th November
New Positives Cases : 868
In quarantine: 502
Local contacts: 366(Details of local contacts will be shared by concerned District Administration)
District Wise Cases:
1. Angul: 41
— I & PR Department, Odisha (@IPR_Odisha) November 18, 2020
2. Balasore: 52
3. Bargarh: 26
4. Bhadrak: 6
5. Balangir: 36
କନ୍ଧମାଳରୁ 10, ଝାରସୁଗୁଡାରୁ 22, ଦେବଗଡରୁ 9, ନୂଆପଡ଼ାରୁ 33, ନୟାଗଡ଼ରୁ 5, ସୋନପୁରରୁ 2, ରାୟଗଡାରୁ 21, ମାଲକାନାଗିରିରୁ 3, ଗଜପତିରୁ 1, ବୌଦ୍ଧରୁ 4 ଜଣ ଏବଂ ରାଜ୍ୟ ପୁଲରୁ 20 ଜଣ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 ଲକ୍ଷ 10 ହଜାର 052ରେ ପହଞ୍ଚିଛି |
Regret to inform the demise of fifteen #COVID19 positive patients while under treatment in hospitals.
— H & FW Dept Odisha (@HFWOdisha) November 18, 2020
1.A 96-year-old male of Balasore district who was also suffering from Hypertension, BPH & COPD.
ଅପରପକ୍ଷରେ ରାଜ୍ୟରେ ଆଜି 15 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି | ରାଜ୍ୟର ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 474 ହୋଇଛି | ବର୍ତ୍ତମାନ ଓଡ଼ିଶାରେ 8ହଜାର 818 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି |












Click it and Unblock the Notifications