ଗତକାଲି ରାଜ୍ୟରେ 1504 କରୋନା ରୋଗୀ ସୁସ୍ଥ

ଗତକାଲି ରାଜ୍ୟରେ 1504 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ କରୋନା ସୁସ୍ଥ ସଂଖ୍ୟା 2 ଲକ୍ଷ 95 ହଜାର 245 ରେ ପହଞ୍ଚିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି |

ଭୁବନେଶ୍ୱର : ଗତକାଲି ରାଜ୍ୟରେ 1504 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ କରୋନା ସୁସ୍ଥ ସଂଖ୍ୟା 2 ଲକ୍ଷ 95 ହଜାର 245 ରେ ପହଞ୍ଚିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି |

ସୁନ୍ଦରଗଡ଼ରୁ ସର୍ବାଧିକ 139ଜଣ , ଖୋର୍ଦ୍ଧା ଜିଲ୍ଲାରୁ 127, କଟକରୁ 122, ମୟୁରଭଞ୍ଜରୁ 93, ଅନୁଗୁଳ ଓ ନୂଆପଡ଼ାରୁ 76 ଜଣ ଲେଖାଏଁ, ବଲାଙ୍ଗୀରରୁ 75, ପୁରୀରୁ 72, ବରଗଡରୁ 68, ମାଲକାନାଗିରିରୁ 60, ଜଗତସିଂପୁରରୁ 59, କେନ୍ଦ୍ରାପଡ଼ାରୁ 57, ଝାରସୁଗୁଡାରୁ 53, କେନ୍ଦୁଝରରୁ 44, କଳାହାଣ୍ଡି ଏବଂ ସମ୍ବଲପୁରରୁ 37 ଜଣ ଲେଖାଏଁ, ନୟାଗଡ଼ରୁ 36,

corona-virus

ବାଲେଶ୍ୱରରୁ 35, ଢେଙ୍କାନାଳ ଏବଂ ଯାଜପୁରରୁ 34 ଜଣ ଲେଖାଏଁ, ଭଦ୍ରକରୁ 31, କୋରାପୁଟ 28, ସୋନପୁରରୁ 18, ଗଞ୍ଜାମରୁ 17, ନବରଙ୍ଗପୁରରୁ 14, କନ୍ଧମାଳରୁ 13, ଦେବଗଡ଼ ଓ ରାୟଗଡାରୁ 6 ଜଣ ଲେଖାଏଁ, ଗଜପତିରୁ 5, ବୌଦ୍ଧରୁ 2 ଏବଂ ରାଜ୍ୟ ପୁଲରୁ 30 ଜଣ ସୁସ୍ଥ ହୋଇଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+