ଗତ 24 ଘଣ୍ଟାରେ 1018 କରୋନା ଆକ୍ରାନ୍ତ ଚିହ୍ନଟ, 12 ମୃତ

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 1018ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 585 ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ 433 ଜଣ ସ୍ଥାନୀୟ ସଂକ୍ରମଣ ଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

ଭୁବନେଶ୍ୱର : ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 1018ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 585 ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ 433 ଜଣ ସ୍ଥାନୀୟ ସଂକ୍ରମଣ ଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 7ହଜାର 4 ରେ ପହଞ୍ଚିଛି । ରାଜ୍ୟରେ ମୋଟ 2 ଲକ୍ଷ 93 ହଜାର 741 ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ସୁନ୍ଦରଗଡ଼ରୁ ସର୍ବାଧିକ 94, ମୟୁରଭଞ୍ଜରୁ 86, ଖୋର୍ଦ୍ଧା ଜିଲ୍ଲାରେ 83,କଟକରୁ 73, ବଲାଙ୍ଗୀରରୁ 67, ଅନୁଗୁଳରୁ 65, ବାଲେଶ୍ୱରରୁ 24, କେନ୍ଦୁଝରରୁ 35, ନୂଆପଡ଼ାରୁ 41, ଜଗତସିଂପୁରରୁ 51, ବରଗଡରୁ 27, କେନ୍ଦ୍ରାପଡାରୁ ଏବଂ ପୁରୀରୁ 38 ଜଣ ଲେଖାଏଁ, ଢେଙ୍କାନାଳରୁ 20,

corona-virus

ସମ୍ବଲପୁରରୁ 46, ଯାଜପୁରରୁ 39, କଳାହାଣ୍ଡିରୁ 43, ଗଞ୍ଜାମରୁ 13, ଭଦ୍ରକରୁ 9, କୋରାପୁଟରୁ 12, ନବରଙ୍ଗପୁରରୁ 17, କନ୍ଧମାଳରୁ 19, ଝାରସୁଗୁଡାରୁ 27, ଦେବଗଡରୁ 4, ନୟାଗଡ଼ରୁ 10, ସୋନପୁରରୁ 8, ମାଲକାନାଗିରିରୁ 3, ଗଜପତିରୁ 7, ବୌଦ୍ଧରୁ 2ଜଣ ଏବଂ ରାଜ୍ୟ ପୁଲରୁ 17ଜଣ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି |

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଟ୍ୱିଟ୍ ଅନୁସାରେ ରାଜ୍ୟରେ ଆଉ 12 ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି | 11 ହଜାର 715ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+