ରାଜଧାନୀରେ କମିବାର ନାଁ ଧରୁନି କରୋନା : ଆଜି 69 ସଂକ୍ରମିତ

ରାଜଧାନୀରେ ଆଜି ପୁଣି 69 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସେଥି ମଧ୍ୟରୁ 53 ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ 53 ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି |

ଭୁବନେଶ୍ୱର : ରାଜଧାନୀରେ କମୁନି କରୋନା | ଗତ 24 ଘଣ୍ଟାରେ ଆଉ 69 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସେଥି ମଧ୍ୟରୁ 53 ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ 53 ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି | ଏଥି ସହିତ ରାଜଧାନୀରେ କେବଳ କରୋନା ସଂକ୍ରମିତଙ୍କ ସଂଖ୍ୟା 29 ହଜାର 965ରେ ପହଞ୍ଚିଛି |

ପଟିଆ ଅଞ୍ଚଳରୁ ସର୍ବାଧିକ ଜଣ, ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ବରମୁଣ୍ଡା, ଚକେଇସିଆଣି, ନୟାପଲ୍ଲୀ ଏବଂ ପୋଖରୀପୁଟ ଅଞ୍ଚଳରୁ 3ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ୱର ମହାନିଗର ନିଗମ ଟ୍ୱିଟ୍ କରି ସୂଚନା ଦେଇଛି |

corona-virus

ଅପରପକ୍ଷରେ 74ଜଣ ସୁସ୍ଥ ହୋଇଛନ୍ତି | ରାଜଧାନୀରେ ମୋଟ 29 ହଜାର 2ଜଣ ସୁସ୍ଥ ହୋଇଛନ୍ତି | 187 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ଏବଂ 755ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+