Corona Update : ଆଜି ରାଜ୍ୟରେ 523 କରୋନା ଆକ୍ରାନ୍ତ ସୁସ୍ଥ
ଆଜି ରାଜ୍ୟରେ ଆଉ 523 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି |
ଭୁବନେଶ୍ୱର : ଆଜି ରାଜ୍ୟରେ ଆଉ 523 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି |
ଏହି ଟ୍ୱିଟ୍ ଅନୁସାରେ ବଲାଙ୍ଗୀର ଜିଲ୍ଲାରୁ ସର୍ବାଧିକ 55ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ସେହିପରି ମୟୁରଭଞ୍ଜରୁ 52, ଖୋର୍ଦ୍ଦାରୁ 51, ସୁନ୍ଦରଗଡ଼ରୁ 47, କଟକରୁ 45,

ଅନୁଗୁଳରୁ 32, ଯାଜପୁରରୁ 29, ବାଲେଶ୍ୱରରୁ 26, ବରଗଡ଼ ଓ ନୂଆପଡ଼ାରୁ 24ଜଣ ଲେଖାଏଁ, ଜଗତସିଂପୁରରୁ 21, ସମ୍ବଲପୁରରୁ 16, କେନ୍ଦ୍ରାପଡ଼ାରୁ 14, ପୁରୀରୁ 13ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |
Another 523 Covid patients have recovered and are being discharged on 08.12.2020
55 from Bolangir
— H & FW Dept Odisha (@HFWOdisha) December 8, 2020
52 from Mayurbhanj
51 from Khordha
47 from Sundargarh
45 from Cuttack
32 from Anugul
29 from Jajapur
26 from Baleswar
24 from Bargarh
24 from Nuapada
21 from Jagatsinghpur
ଏଥିସହିତ ଗଞ୍ଜାମ, କେନ୍ଦୁଝର ଓ ରାୟଗଡ଼ାରୁ 9 ଜଣ ଲେଖାଏଁ, କୋରାପୁଟରୁ 8, ନୟାଗଡ଼ରୁ 7, ଭଦ୍ରକ ଓ କଳାହାଣ୍ଡିରୁ 6ଜଣ ଲେଖାଏଁ, ଝାରସୁଗୁଡ଼ା ଓ ମାଲକାନାଗିରିରୁ 3ଜଣ ଲେଖାଏଁ, ଢେଙ୍କାନାଳ ଓ ନବରଙ୍ଗପୁରରୁ 2ଜଣ ଲେଖାଏଁ, ଦେବଗଡ଼ରୁ ଜଣେ ଏବଂ ରାଜ୍ୟ ପୁଲରୁ 9ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |












Click it and Unblock the Notifications