ରାଜ୍ୟରେ ସୁସ୍ଥ ହେଲେ ଆଉ 607 କରୋନା ଆକ୍ରାନ୍ତ

ଆଜି ରାଜ୍ୟରେ ଆଉ 607 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନତି | ଏଥି ସହିତ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 16ହଜାର 447 ହୋଇଛି |

ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସୁସ୍ଥଙ୍କ ସଂଖ୍ୟା | ଆଜି ରାଜ୍ୟରେ ଆଉ 607 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନତି | ଏଥି ସହିତ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 16ହଜାର 447 ହୋଇଛି |

corona-virus

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କରିଥିବା ଟ୍ୱିଟ୍ ଅନୁସାରେ ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ 96ଜଣ କରୋନା ଆକ୍ପାନ୍ତ ସୁସ୍ଥ ହୋଇଛନ୍ତି | ସେହିପରି ନୂଆପଡ଼ାରୁ 61, ସୁନ୍ଦରଗଡ଼ରୁ 53, ଖୋର୍ଦ୍ଧାରୁ 44, ଅନୁଗୁଳରୁ 40, ସମ୍ବଲପୁରରୁ 36, କଟକରୁ 31, ବରଗଡ଼, ପୁରୀ ଓ କେନ୍ଦୁଝରରୁ 25 ଜଣ ଲେଖାଏଁ, ବାଲେଶ୍ୱର ଓ କଳାହାଣ୍ଡିରୁ 19ଜଣ ଲେଖାଏଁ, ଯାଜପୁରରୁ 17, କେନ୍ଦ୍ରାପଡ଼ାରୁ 16, ବଲାଙ୍ଗୀର ଓ ଜଗତସିଂପୁରରୁ 15ଜଣ ଲେଖାଏଁ ଏବଂ ଗଞ୍ଜାମରୁ 11ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |

ସେହିଭଳି କୋରାପୁଟରୁ 9ଜଣ, ଝାରସୁଗୁଡ଼ାରୁ 7, ଭଦ୍ରକ ଓ ମାଲକାନାଗିରିରୁ 5ଜଣ ଲେଖାଏଁ, ଢେଙ୍କାନାଳ ଓ ସୋନପୁରରୁ 4ଜଣ ଲେଖାଏଁ, ଦେବଗଡ଼ ଓ ରାୟଗଡ଼ାରୁ 3ଜଣ ଲେଖାଏଁ, ବୌଦ୍ଧ, ଗଜପତି, ନବରଙ୍ଗପୁର ଓ ନୟାଗଡ଼ରୁ 2ଜଣ ଲେଖାଏଁ, କନ୍ଧମାଳରୁ ଜଣେ ଏବଂ ରାଜ୍ୟ ପୁଲରୁ 10ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+