ରାଜ୍ୟରେ ସୁସ୍ଥ ହେଲେ ଆଉ 230 କରୋନା ଆକ୍ରାନ୍ତ
ଆଜି ରାଜ୍ୟରେ ଆଉ 230 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ 3ଲକ୍ଷ 27ହଜାର 8 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଭୁବନେଶ୍ୱର : ଆଜି ରାଜ୍ୟରେ ଆଉ 230 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ 3ଲକ୍ଷ 27ହଜାର 8 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଆଜି ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲରେ 31 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଅନୁଗୁଳରୁ 30, ବଲାଙ୍ଗୀର ଓ ଖୋର୍ଦ୍ଧାରୁ 17 ଜଣ ଲେଖାଏଁ, ମୟୁରଭଞ୍ଜରୁ 14, ବାଲେଶ୍ୱର, ଓ ସମ୍ବଲପୁର ରୁ 13 ଜଣ ଲେଖାଏଁ, କଟକ, ଯାଜପୁର ଓ କେନ୍ଦ୍ରାପଡ଼ାରୁ 12 ଜଣ ଲେଖାଏଁ, ନୂଆପାଡ଼ାରୁ 10 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
Another 230 Covid patients have recovered and are being discharged on 06.01.2021
31 from Sundargarh
— H & FW Dept Odisha (@HFWOdisha) January 6, 2021
30 from Anugul
17 from Bolangir
17 from Khordha
14 from Mayurbhanj
13 from Baleswar
13 from Sambalpur
12 from Cuttack
12 from Jajapur
12 from Kendrapara
10 from Nuapada
ଏଥିସହିତ ଝାରସୁଗୁଡ଼ାରୁ 9ଜଣ ଲେଖାଏଁ, ବରଗଡ଼ ଓ ଜଗତସିଂପୁରରୁ 7ଜଣ ଲେଖାଏଁ, କେନ୍ଦୁଝରରୁ 6, ଦେବଗଡ଼ରୁ 4, ଗଞ୍ଜାମରୁ 3, କଳାହାଣ୍ଡିରୁ 2, ଭଦ୍ରକ, ନୟାଗଡ଼ ଓ ରାୟଗଡ଼ାରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 8ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।












Click it and Unblock the Notifications