କରୋନା ଗ୍ରାଫରେ ସୁସ୍ଥ ସଂଖ୍ୟା ବୃଦ୍ଧି ; ଆଜି 605 କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟର କୋରନା ଗ୍ରାଫରେ ବୃଦ୍ଧି ପାଉଛି କରୋନା ସୁସ୍ଥଙ୍କ ସଂଖ୍ୟା | ଆଜି ରାଜ୍ୟରେ 605 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 15ହଜାର 270 ହୋଇଛି |

ଭୁବନେଶ୍ୱର : ରାଜ୍ୟର କୋରନା ଗ୍ରାଫରେ ବୃଦ୍ଧି ପାଉଛି କରୋନା ସୁସ୍ଥଙ୍କ ସଂଖ୍ୟା | ଆଜି ରାଜ୍ୟରେ 605 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 15ହଜାର 270 ହୋଇଛି |

corona-virus

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁସାରେ ଆଜି କଟକ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ 67ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି | ସେହିପରି ଅନୁଗୁଳରୁ 63, ମୟୁରଭଞ୍ଜରୁ 37, କଳାହାଣ୍ଡିରୁ 35, କେନ୍ଦ୍ରାପଡ଼ାରୁ 26, କେନ୍ଦୁଝରରୁ 24, ବରଗଡ଼ ଓ ବଲାଙ୍ଗୀର ଓ ନୂଆପଡ଼ାରୁ 20ଜଣ ଲେଖାଏଁ, ଯାଜପୁରରୁ 17, ପୁରୀରୁ 15, ଝାରସୁଗୁଡ଼ା ଓ ସମ୍ବଲପୁରରୁ 14ଜଣ ଲେଖାଏଁ, ବାଲେଶ୍ୱର ଓ ଜଗତସିଂପୁରରୁ 12 ଜଣ ଲେଖାଏଁ, ଭଦ୍ରକରୁ 11 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |

ଅନ୍ୟପକ୍ଷରେ କନ୍ଧମାଳରୁ 9, ଢେଙ୍କାନାଳରୁ 6ଗଞ୍ଜାମରୁ 5, ନୟାଗଡ଼ ଓ ରାୟଗଡ଼ାରୁ 4ଜଣ ଲେଖାଏଁ, ବୌଦ୍ଧ, ଗଜପତି, କୋରାପୁଟ, ମାଲକାନାଗିରି, ନବରଙ୍ଗପୁରରୁ 3ଜଣ ଲେଖାଏଁ, ଦେବଗଡ଼ ଓ ସୋନପୁରରୁ 2ଜଣ ଲେଖାଏଁ ଏବଂ ରାଜ୍ୟ ପୁଲରୁ 17ଜଣ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+