ରାଜ୍ୟରେ ସୁସ୍ଥ ହେଲେ 642 କରୋନା ଆକ୍ରାନ୍ତ

ଆଜି ରାଜ୍ୟରେ 642 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 14ହଜାର 665କୁ ବୃଦ୍ଧି ପାଇଛି |

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସୁସ୍ଥଙ୍କ ସଂଖ୍ୟା | ଆଜି ରାଜ୍ୟରେ 642 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 14ହଜାର 665କୁ ବୃଦ୍ଧି ପାଇଛି |

corona-virus

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ଅନୁସାରେ ଆଜି ରାଜ୍ୟର ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ 70 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ସେହିପରି ସୁନ୍ଦରଗଡ଼ରୁ 54, ବାଲେଶ୍ୱରରୁ 53, ଖୋର୍ଦ୍ଧାକୁ 50, କଟକରୁ 48, ଅନୁଗୁଳ ଓ ବଲାଙ୍ଗୀରରୁ 40ଜଣ ଲେଖାଏଁ, କଳାହାଣ୍ଡିରୁ 32, ଜଗତସିଂପୁରରୁ 31, ପୁରୀରୁ 28, ବରଗଡ଼ ଓ ଯାଜପୁରରୁ 21ଜଣ ଲେଖାଏଁ, ନୂଆପଡ଼ାରୁ 18, କେନ୍ଦୁଝରରୁ 15, ଝାରସୁଗୁଡ଼ାରୁ 14, କେନ୍ଦ୍ରାପଡ଼ାରୁ 13ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |

ଏଥିସହିତ ସମ୍ବଲପୁରରୁ 9, ଗଞ୍ଜାମରୁ 8, ଭଦ୍ରକ, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ାରୁ 7ଜଣ ଲେଖାଏଁ, ଢେଙ୍କାନାଳ ଓ ସୋନପୁରରୁ 6ଜଣ ଲେଖାଏଁ, ବୌଦ୍ଧ ଓ ମାଲକାନାଗିରିରୁ 5 ଜଣ ଲେଖାଏଁ, ଗଜପତି, କନ୍ଧମାଳ ଓ ନୟାଗଡ଼ରୁ 4ଜଣ ଲେଖାଏଁ, ଦେବଗଡ଼ରୁ 3 ଜଣ ଓ ରାଜ୍ୟ ପୁଲରୁ 12ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+