ରାଜ୍ୟରେ ସୁସ୍ଥ ହେଲେ 298 କରୋନା ଆକ୍ରାନ୍ତ

ଆଜି ରାଜ୍ୟରେ ଆଉ 298 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ 3ଲକ୍ଷ 26ହଜାର 507 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଭୁବନେଶ୍ୱର : ଆଜି ରାଜ୍ୟରେ ଆଉ 298 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ 3ଲକ୍ଷ 26ହଜାର 507 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

corona-virus

ଆଜି ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 49 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେହିପରି ଅନୁଗୁଳରୁ 48, କଟକରୁ 24, କେନ୍ଦ୍ରାପଡ଼ାରୁ 16, ବାଲେଶ୍ୱର ଓ କେନ୍ଦୁଝରରୁ 15ଜଣ ଲେଖାଏଁ, ଝାରସୁଗୁଡ଼ାରୁ 14, ଯାଜପୁରରୁ 13, ଖୋର୍ଦ୍ଧା ଓ ମୟୁରଭଞ୍ଜରୁ 12 ଜଣ ଲେଖାଏଁ, ବରଗଡ଼ ଓ ବଲାଙ୍ଗୀରରୁ 10 ଜଣ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଏଥିସହିତ ସମ୍ବଲପୁର ଜିଲ୍ଲାରୁ 8ଜଣ, ଦେବଗଡ଼, ଗଞ୍ଜାମ ଓ ନବରଙ୍ଗପୁରରୁ 6ଜଣ ଲେଖାଏଁ, ଭଦ୍ରକ ଓ ଜଗତସିଂପୁରରୁ 5ଜଣ ଲେଖାଏଁ, ନୂଆପଡ଼ାରୁ 4, ରାୟଗଡ଼ାରୁ 3, ବୌଦ୍ଧ, କଳାହାଣ୍ଡି, କୋରାପୁଟ ଓ ନୟାଗଡ଼ରୁ 2ଜଣ ଲେଖାଏଁ, ମାଲକାନାଗିରିରୁ ଜଣେ ଏବଂ ରାଜ୍ୟ ପୁଲରୁ 8ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସୂଚା ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+