ରାଜ୍ୟରେ ସୁସ୍ଥ ହେଲେ 329 କରୋନା ଆକ୍ରାନ୍ତ ; ମୋଟ ସୁସ୍ଥ ସଂଖ୍ୟା 3ଲକ୍ଷ 25 ହଜାର 432

ଆଜି ରାଜ୍ୟରୁ ଆଉ 329 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ 3ଲକ୍ଷ 25 ହଜାର 432 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି |

ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସୁସ୍ଥଙ୍କ ସଂଖ୍ୟା | ଆଜି ରାଜ୍ୟରୁ ଆଉ 329 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ 3ଲକ୍ଷ 25 ହଜାର 432 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି |

corona-virus

ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲାରୁ 71 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏଥିସହିତ ଅନୁଗୁଳ ଜିଲ୍ଲାରୁ 40, ସମ୍ବଲପୁରରୁ 31, ପୁରୀରୁ 29, ଖୋର୍ଦ୍ଧାରୁ 22, ବାଲେଶ୍ୱର ଓ ବରଗଡ଼ରୁ 17ଜଣ ଲେଖାଏଁ, ଭଦ୍ରକରୁ 12, କଟକ, କେନ୍ଦ୍ରାପଡ଼ା ଓ କେନ୍ଦୁଝରରୁ 10 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି |

ସେହିପରି ମୟୁରଭଞ୍ଜ ଜିଲ୍ଲାରୁ 8, ନବରଙ୍ଗପୁରରୁ 7, କଳାହାଣ୍ଡି ଓ ନୂଆପଡ଼ାରୁ 6ଜଣ ଲେଖାଏଁ, ଝାରସୁଗୁଡ଼ାରୁ 5, ବଲାଙ୍ଗୀର ଓ ଜଗତସିଂପୁରରୁ 4ଜଣ ଲେଖାଏଁ, ଦେବଗଡ଼ ଓ ଗଞ୍ଜାମରୁ 3ଜଣ ଲେଖାଏଁ, ନୟାଗଡ଼ ଓ ରାୟଗଡ଼ାରୁ 2ଜଣ ଲେଖାଏଁ, ବୌଦ୍ଧ, ଢେଙ୍କାନାଳ, ଗଜପତି, କନ୍ଧମାଳ, ମାଲକାନାଗିରି, ସୋନପୁରରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 4ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+