ଆଜି ରାଜ୍ୟରେ 629 କରୋନା ଆକ୍ରାନ୍ତ ସୁସ୍ଥ

ଆଜି ରାଜ୍ୟରେ 629 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟର ମୋଟ ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 14ହଜାର 23 ହୋଇଛି |

ଭୁବନେଶ୍ୱର : ରାଜ୍ୟର କରୋନା ଗ୍ରାଫରେ ବୃଦ୍ଧି ପାଉଛି ସୁସ୍ଥଙ୍କ ସଂଖ୍ୟା | ଆଜି ରାଜ୍ୟରେ 629 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟର ମୋଟ ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 14ହଜାର 23 ହୋଇଛି |

corona-virus
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ଅନୁସାରେ ଅନୁଗୁଳ ଜିଲ୍ଲାରେ ସର୍ବାଧିକ 73ଜଣ ସୁସ୍ଥ ହୋଇଛନ୍ତି | ଏଥିସହିତ ସୁନ୍ଦରଗଡ଼ରେ 65, ଖୋର୍ଦ୍ଧାରୁ 60, ମୟୁରଭଞ୍ଜରୁ 44, ନୂଆପଡ଼ାରୁ 39, ଝାରସୁଗୁଡ଼ାରୁ 36, ବଲାଙ୍ଗୀରରୁ 31, କଟକରୁ 29, ଜଗତସିଂପୁରରୁ 28, କେନ୍ଦୁଝରରୁ 26, ବାଲେଶ୍ୱରରୁ 25, ଭଦ୍ରକରୁ 20, ସମ୍ବଲପୁରରୁ 19, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରୁ 17 ଜଣ ଲେଖାଏଁ ଏବଂ ଯାଜପୁର ଓ ବରଗଡ଼ରୁ 14 ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |

ସେହିପରି କଳାହାଣ୍ଡି ଓ ନୟାଗଡ଼ରୁ 7ଜଣ ଲେଖାଏଁ, ଢେଙ୍କାନାଳ ଓ କୋରାପୁଟରୁ 6 ଜଣ ଲେଖାଏଁ, ଗଜପତି, ନବରଙ୍ଗପୁର ଓ ରାୟଗଡ଼ାରୁ 4ଜଣ ଲେଖାଏଁ, ବୌଦ୍ଧ ଓ ଦେବଗଡ଼ରୁ 3ଜଣ ଲେଖାଏଁ, କନ୍ଧମାଳରୁ 2, ସୋନପୁରରୁ ଜଣେ ଏବଂ ରାଜ୍ୟ ପୁଲରୁ 8ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି |'କୋଭିଡ଼ ମୁକାବିଲାରେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+